ହୁଟୁପ
ଭାରତର ଏକ ଗାଆଁ
ହୁଟୁପ, ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ଏକ ଗ୍ରାମ । ଏହା ରାଁଚୀ ଜିଲ୍ଲାର ଅର୍ମାଞ୍ଝି ବ୍ଲକ ଅଞ୍ଚଳ ମଧ୍ୟରେ ରହିଛି । ଏଠାରେ ଜାତୀୟ ରାଜପଥ 23 ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟେସନ ରାଁଚୀଠାରେ ରହିଛି । .[୧]
ଶିକ୍ଷା
ସମ୍ପାଦନାIଏହାରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ରହିଛି । ତାହା ସହ ସରକାରଙ୍କ ତରଫରୁ ଏଠାରେ ଅଙ୍ଗନ ବାଡି ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ B. Ed. ଶିକ୍ଷା ପାଇଁ ପ୍ରତିଷ୍ଠାନ ରହିଛି ଯାହାକୁ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ଆସିଥାନ୍ତି ।
ହସପିଟାଲ
ସମ୍ପାଦନା- ଏହା ନିକଟରେ ମେଦନ୍ତ ହସ୍ପିଟାଲ ସ୍ୱାଶ୍ୟ ସେବା ଯୋଗେଇଥାଏ । ଏହା ଆଗରୁ ଆପ୍ପୋଲୋ ହସ୍ପିଟାଲ ବଭାବରେ ପରିଚିତ ଥିଲା ।
- ଏହା ବ୍ଯତୀତ ଶାଲିନୀ ନାମକ ହସ୍ପିଟାଲ ମଧ୍ୟ ରହିଛି ।
ଧର୍ମ
ସମ୍ପାଦନାଗ୍ରାମରେ ମୁଖ୍ଯତଃ ହିନ୍ଦୁ ରହନ୍ତି ଓ ଦେବୀ ମନ୍ଦିର ଏଠାରେ ଏକ ପ୍ରାଚୀନ ମନ୍ଦିର । ଖ୍ରୀଷ୍ଟିୟାନ ଓ ମୁସଲମାନ ସଂପ୍ରଦାଯର ଲୋକଙ୍କ ପାଇଁ ମଧ୍ୟ ଏଠାରେ ଉପାସନା ସ୍ଥଳ ମାନ ରହିଛି ।
ଆଧାର
ସମ୍ପାଦନା- ↑ "Hutup Village in Ranchi, Jharkhand". Archived from the original on 2016-03-04. Retrieved 2017-01-01.
ବାହାର ଲିଙ୍କ
ସମ୍ପାଦନା- Yuwa-India girl students create wiki page for Hutup
- Photos of Hutup taken by students from Yuwa-India