ହୁଟୁପ

ଭାରତର ଏକ ଗାଆଁ

ହୁଟୁପ, ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ଏକ ଗ୍ରାମ । ଏହା ରାଁଚୀ ଜିଲ୍ଲାର ଅର୍ମାଞ୍ଝି ବ୍ଲକ ଅଞ୍ଚଳ ମଧ୍ୟରେ ରହିଛି । ଏଠାରେ ଜାତୀୟ ରାଜପଥ 23 ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟେସନ ରାଁଚୀଠାରେ ରହିଛି । .[୧]

ଶିକ୍ଷା ସମ୍ପାଦନା

 
Hutup School

Iଏହାରେ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ରହିଛି । ତାହା ସହ ସରକାରଙ୍କ ତରଫରୁ ଏଠାରେ ଅଙ୍ଗନ ବାଡି ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ B. Ed. ଶିକ୍ଷା ପାଇଁ ପ୍ରତିଷ୍ଠାନ ରହିଛି ଯାହାକୁ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ଆସିଥାନ୍ତି । 


ହସପିଟାଲ  ସମ୍ପାଦନା

 
Shalini Hospital Hutup, Ranchi
  • ଏହା ନିକଟରେ ମେଦନ୍ତ ହସ୍ପିଟାଲ ସ୍ୱାଶ୍ୟ ସେବା ଯୋଗେଇଥାଏ । ଏହା ଆଗରୁ ଆପ୍ପୋଲୋ ହସ୍ପିଟାଲ ବଭାବରେ ପରିଚିତ ଥିଲା । 
  • ଏହା ବ୍ଯତୀତ ଶାଲିନୀ ନାମକ ହସ୍ପିଟାଲ ମଧ୍ୟ ରହିଛି । 

ଧର୍ମ  ସମ୍ପାଦନା

ଗ୍ରାମରେ ମୁଖ୍ଯତଃ ହିନ୍ଦୁ ରହନ୍ତି ଓ ଦେବୀ ମନ୍ଦିର ଏଠାରେ ଏକ ପ୍ରାଚୀନ ମନ୍ଦିର । ଖ୍ରୀଷ୍ଟିୟାନ ଓ ମୁସଲମାନ ସଂପ୍ରଦାଯର ଲୋକଙ୍କ ପାଇଁ ମଧ୍ୟ ଏଠାରେ ଉପାସନା ସ୍ଥଳ ମାନ ରହିଛି । 

ଆଧାର  ସମ୍ପାଦନା

  1. "Hutup Village in Ranchi, Jharkhand". Archived from the original on 2016-03-04. Retrieved 2017-01-01.

ବାହାର ଲିଙ୍କ  ସମ୍ପାଦନା