[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Hapur (Haripur)
हापुड़
CITY
ଦେଶ India
ରାଜ୍ୟUttar Pradesh
ଜିଲ୍ଲାHapur
Population
 • Total୨,୬୨,୯୮୩
ଭାଷା
 • ସରକାରୀHindi
Time zoneUTC+5:30 (IST)
PIN
245101
01225731
ଯାନବାହାନ ପଞ୍ଚୀକରଣUP-37
Websitehttp://hapur.nic.in/

ହାପୁର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଘଜିଅବଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ହାପୁର ୨୮.୭୩୦୪ ଉତ୍ତର ଅକ୍ଷାଂଶ ଓ ୭୭.୭୮୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହାପୁର ସହରର ମୋଟ ଜନସଂଖ୍ୟା ୨୧୧୯୮୭ ଅଟେ ।[୨] ସେଥି ମଧ୍ୟରୁ ୫୩.୨୯% ଜଣ ପରୁଷ ହୋଇଥିବା ବେଳେ ୪୬.୭୧% ଜଣ ନାରୀ ଅଟନ୍ତି । ହାପୁରର ସାକ୍ଷରତା ହାର ୫୮.୧୨% ଅଟେ । ଏହା ଜାତୀୟ ହାରଠାରୁ ୬.୭୨% ପ୍ରତିଶତ କମ ଅଟେ । ସେଥିରୁ ୩୪.୭୯% ପ୍ରତିଶତ ପୁରୁଷ ଓ ୨୩.୩୩% ନାରୀ ଅଟନ୍ତି । ୧୫.୯୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ହାପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା