କାଳୀଙ୍କ ନିବାସକୁ କାଳୀବାଡ଼ି କୁହାଯାଏ । ସିକନ୍ଦରାବାଦ ଓ ହାଇଦରାବାଦରେ ଥିବା ପ୍ରମୁଖ ହିନ୍ଦୁମନ୍ଦିରମାନଙ୍କ ମଧ୍ୟରେ କାଳୀବାଡ଼ି ଅନ୍ୟତମ ।

ହାଇଦରାବାଦ କାଳୀବାଡ଼ି
ନାମ
ମୂଳ ନାମହାଇଦରାବାଦ କାଳୀବାଡ଼ି
ଦେବନାଗରୀहैदराबाद कालीबाड़ी
ବଙ୍ଗଳା হ্যদেরাবাদ কালীবাড়ি
ଭୌଗୋଳିକ ଅବସ୍ଥିତି
ଦେଶଭାରତ
ରାଜ୍ୟଆନ୍ଧ୍ର ପ୍ରଦେଶ
ଜିଲ୍ଲାରଙ୍ଗା ରେଡ଼ୀ
ସ୍ଥାନବିବେକାନନ୍ଦପୁରମ
ପରମ୍ପରା
ମୁଖ୍ୟ ଆରାଧ୍ୟକାଳୀ
ମୁଖ୍ୟ ପର୍ବପର୍ବାଣୀକାଳୀ ପୂଜା, ଦୂର୍ଗା ପୂଜା
Architecture
ତିଆରି ଶୈଳୀବଙ୍ଗ ସ୍ଥାପତ୍ୟ
ସ୍ମୃତି ସ୍ତମ୍ଭ
ଇତିହାସ ଓ ପାଳନ
ୱେବସାଇଟwww.hyderabadkalibari.org

ଅବସ୍ଥିତିସମ୍ପାଦନ କରନ୍ତୁ

ହାଇଦରାବାଦ ସ୍ଥିତ ବିବେକାନନ୍ଦପୁରମଠାରେ ଏହି ମନ୍ଦିର ଅବସ୍ଥିତ ।

ଇତିହାସସମ୍ପାଦନ କରନ୍ତୁ

ସ୍ଥାନୀୟ କାଳୀଭକ୍ତ ଏମ ସୁଦର୍ଶନ ରେଡ୍ଡୀ ୧୯୭୪ ମସିହାରେ ଏହି ମନ୍ଦିର ନିର୍ମାଣର ପରିକଳ୍ପନା କରିଥିଲେ । ସେ ଏଥିରେ ଭୂମି ଦାନ କରିବା ସହ ଏକ ଟ୍ରଷ୍ଟ ଗଠନ କରିଥିଲେ । ୧୯୭୬ ମସିହାରେ ମନ୍ଦିର ନିର୍ମାଣ ଶେଷ ହେବା ସହ କାଳୀଙ୍କର ଗୋଟିଏ କୃଷ୍ଣବର୍ଣ୍ଣ ପ୍ରସ୍ତର ପ୍ରତିମା ସ୍ଥାପନ କରାଯାଇଥିଲା ଯାହା କଲିକ଼ତାରେ ଥିବା ଦକ୍ଷିଣେଶ୍ୱର କାଳୀଙ୍କ ମୂର୍ତ୍ତି ସହ ସମାନ । ପ୍ରତିମାଟି କଲିକ଼ତାର ଚିତ୍ତପୁର ଆଣାଯାଇଥିବା ଜଣାଯାଏ ।[୧][୨]

ପାର୍ବଣସମ୍ପାଦନ କରନ୍ତୁ

ଦଶହରା ଓ ଦୀପାବଳୀ ଅବସରରେ ଏଠାରେ ବିଶେଷ ପୂଜା ପାଠ ଆୟୋଜନ କରାଯାଏ ।[୩] [୪]

ଆଧାରସମ୍ପାଦନ କରନ୍ତୁ

  1. "Hyderabad Kalibari (image)". The Times of India. 15 Feb 2011. Retrieved 24 January 2013.
  2. "It's 'City of Joy' for this Durga puja". The Times of India. 16 October 2012. Retrieved 24 January 2013.
  3. "କାଲୀବାଡ଼ି". ୧ ଅକ୍ଟୋବର ୨୦୧୫. Retrieved 1 October 2015.
  4. "Kumar Sanu to sing at Kali Puja festivities". The Hindu. 27 October 2008. Retrieved 24 January 2013.