ହରେ କୃଷ୍ଣ ହରେ ରାମ (ଓଡ଼ିଆ କଥାଚିତ୍ର)

ଓଡ଼ିଆ କଥାଚିତ୍ର

ସିମାଞ୍ଚଳ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ସାଇଶ୍ରଦ୍ଧା ଏଣ୍ଟରଟେନମେଣ୍ଟ'ରଓଡ଼ିଆ ଚଳଚ୍ଚିତ୍ର ହରେ କୃଷ୍ଣ ହରେ ରାମ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା । [୧]

ହରେ କୃଷ୍ଣ ହରେ ରାମ
ନିର୍ଦ୍ଦେଶକସିମାଞ୍ଚଳ ନାୟକ
ପ୍ରଯୋଜକଅଶ୍ୱିନୀ କୁମାର ଦାସ
ସଂଳାପ(ସଂଳାପ): ଡ. ରଜନୀ ରଞ୍ଜନ
ଚିତ୍ରନାଟ୍ୟଡ. ରଜନୀ ରଞ୍ଜନ
କାହାଣୀବିଜୟଲକ୍ଷ୍ମୀ ପଣ୍ଡା
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ
ସଙ୍ଗୀତବଦ୍ରି ମହାନ୍ତି
ମୁକ୍ତିଲାଭ ତାରିଖ
୨୦୧୨
ଦେଶ ଭାରତ
ଭାଷାଓଡ଼ିଆ

ଅଭିନୟରେ ସମ୍ପାଦନା

ଓଡ଼ିଆକଥାଚିତ୍ର ‘ହରେ କୃଷ୍ଣ ହରେ ରାମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]

ଗୀତ ଓ ସଙ୍ଗୀତ ସମ୍ପାଦନା

  • ସଙ୍ଗୀତକାର: ବଦ୍ରି ମହାନ୍ତି
  • ଗୀତିକାର: ଅରୁଣ ମନ୍ତ୍ରୀ, ଯତୀନ୍ଦ୍ର ପ୍ରଧାନ
  • ପ୍ରଚ୍ଛଦପଟ ଗାୟକ:

ଆଧାର ସମ୍ପାଦନା

  1. "movies.fullorissa.com". Archived from the original on 2012-01-08. Retrieved 2012-01-04.
  2. incredibleorissa.com