ହରିତା କୌର ଦେଓଲ
ପାଇଲଟ
ଫ୍ଲାଇଟ ଲେଫ୍ଟେନଅଣ୍ଟ ହରିତା କୌର ଦେଓଲ (୧୯୭୨ - ଡିସେମ୍ବର ୨୫ , ୧୯୯୬ ) Indian Air Forceରେ ଜଣେ ପାଇଲଟ ଥିଲେ । ଜଣେ ମହିଳା ଭାବେ ଏକୁଟିଆ Indian Air Forceର ଉଡାଜାହାଜ ଉଡେଇବାର ସେ ପ୍ରଥମ ମହିଳା ଥିଲେ। ୨ ସେପ୍ଟେମ୍ବର ୧୯୯୪ରେ ସେ ୨୨ ବର୍ଷ ବୟସରେ Avro HS-748 ଉଡାଜାହାଜ ଚଳେଇଥିଲେ। [୧][୨][୩][୪]
କ୍ୟାରିଅର
ସମ୍ପାଦନାକୌରଙ୍କ ଜନ୍ମ Chandigarhର ଗୋଟେ ଶିଖ ପରିବାରରେ ହେଇଥିଲା।[୧] ୧୯୯୩ରେ ୭ଜଣ ମହିଳାଙ୍କ ମଧ୍ୟରୁ ବାୟୁସେନାର Short Service Commission (SSC)ରେ ଯୋଗ ଦେବାର ସେ ଜଣେ ଥିଲେ । [୫]
ଭାରତୀୟ ବାୟୁସେନାର ପ୍ରଥମ ମହିଳା ଭାବେ ସେ ଏକୁଟିଆ ଉଡାଜାହାଜ ଚଳେଇଥିଲେ । ୧୦,୦୦୦ ଫୁଟ ଉପରେ ସେ ଉଡାଜାହାଜ ଚଳେଇଥିଲେ ।
୨୫ ଡିସେମ୍ବର ୧୯୯୬ରେ Nellore ଠାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହେଇଥିଲା ।[୫] ସେହି ବିମାନରେ ଦୁର୍ଘଟଣାରେ ୨୪ ଜଣ ବାୟୁସେନା କର୍ମୀଙ୍କ ଦେହାନ୍ତ ହେଇଥିଲା । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ "All time inspirational women personalities of India". India TV. 8 March 2013.
- ↑ Shobana Nelasco (2010). Status of Women in India. Deep & Deep Publications. pp. 13–. ISBN 978-81-8450-246-6.
- ↑ Year Book 2009. Bright Publications. p. 559.
- ↑ Documentation on Women, Children, and Human Rights. Sandarbhini, Library and Documentation Centre, All India Association for Christian Higher Education. 1994. p. 2.
- ↑ ୫.୦ ୫.୧ Limca Book of Records. Bisleri Beverages Limited. 2003. ISBN 9788190114868.
- ↑ India: A Reference Annual. Publications Division, Ministry of Information and Broadcasting. 1998. p. 686.