ହରିତା କୌର ଦେଓଲ

ପାଇଲଟ

ଫ୍ଲାଇଟ ଲେଫ୍ଟେନଅଣ୍ଟ  ହରିତା କୌର ଦେଓଲ (୧୯୭୨  - ଡିସେମ୍ବର ୨୫ , ୧୯୯୬ ) Indian Air Forceରେ ଜଣେ ପାଇଲଟ ଥିଲେ । ଜଣେ ମହିଳା ଭାବେ ଏକୁଟିଆ Indian Air Forceର ଉଡାଜାହାଜ ଉଡେଇବାର ସେ ପ୍ରଥମ ମହିଳା ଥିଲେ। ୨ ସେପ୍ଟେମ୍ବର ୧୯୯୪ରେ ସେ ୨୨ ବର୍ଷ ବୟସରେ Avro HS-748 ଉଡାଜାହାଜ ଚଳେଇଥିଲେ। [୧][୨][୩][୪]

କ୍ୟାରିଅର ସମ୍ପାଦନା

କୌରଙ୍କ ଜନ୍ମ Chandigarhର ଗୋଟେ ଶିଖ ପରିବାରରେ ହେଇଥିଲା।[୧] ୧୯୯୩ରେ ୭ଜଣ ମହିଳାଙ୍କ ମଧ୍ୟରୁ ବାୟୁସେନାର Short Service Commission (SSC)ରେ ଯୋଗ ଦେବାର ସେ  ଜଣେ ଥିଲେ । [୫]

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଭାବେ ସେ ଏକୁଟିଆ ଉଡାଜାହାଜ ଚଳେଇଥିଲେ । ୧୦,୦୦୦ ଫୁଟ ଉପରେ ସେ ଉଡାଜାହାଜ ଚଳେଇଥିଲେ । 

୨୫ ଡିସେମ୍ବର ୧୯୯୬ରେ Nellore ଠାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହେଇଥିଲା ।[୫] ସେହି ବିମାନରେ ଦୁର୍ଘଟଣାରେ ୨୪ ଜଣ ବାୟୁସେନା କର୍ମୀଙ୍କ ଦେହାନ୍ତ ହେଇଥିଲା । [୬]

ଆଧାର  ସମ୍ପାଦନା

  1. ୧.୦ ୧.୧ "All time inspirational women personalities of India". India TV. 8 March 2013.
  2. Shobana Nelasco (2010). Status of Women in India. Deep & Deep Publications. pp. 13–. ISBN 978-81-8450-246-6.
  3. Year Book 2009. Bright Publications. p. 559.
  4. Documentation on Women, Children, and Human Rights. Sandarbhini, Library and Documentation Centre, All India Association for Christian Higher Education. 1994. p. 2.
  5. ୫.୦ ୫.୧ Limca Book of Records. Bisleri Beverages Limited. 2003. ISBN 9788190114868.
  6. India: A Reference Annual. Publications Division, Ministry of Information and Broadcasting. 1998. p. 686.