ହରମନପ୍ରୀତ କୌର

ମହିଳା କ୍ରିକେଟ ଖେଳାଳି

ହରମନପ୍ରୀତ କୌର(ପଞ୍ଜାବୀ: ਹਰਮਨਪ੍ਰੀਤ ਕੌਰ; ମାର୍ଚ୍ଚ ମାସ ୮ ତାରିଖରେ ମୋଗା, ପଞ୍ଜାବ)ଜନ୍ମ ଗ୍ରହଣ କରିଥିଲେ।ସେ ଜଣେ ଭାରତୀୟ କ୍ରିକେଟର, ଯେକି ୨ଟି ଟେଷ୍ଟ ସିରିଜ,୪୯ ୱମେନ ୱାନ-ଡେ ଇଣ୍ଟରନ୍ୟାସନାଲସ୍ ଏବଂ ୫୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚଭାରତ ପାଇଁ ଖେଳିଛନ୍ତି।[୧][୨] [୩][୪]

Harmanpreet Kaur
Kaur batting for Sydney Thunder during WBBL02.
ବ୍ୟକ୍ତିଗତ ତଥ୍ୟ
ନାମHarmanpreet Kaur Bhullar
ଜନ୍ମ (1989-03-08) ୮ ମାର୍ଚ୍ଚ ୧୯୮୯ (ବୟସ ୩୫)
Moga, Punjab, India
ବ୍ୟାଟିଂ ପ୍ରକାରଡାହାଣ ହାତୀ ବ୍ୟାଟିଂ
ବୋଲିଂ ପ୍ରକାରRight-arm medium fast
ଭୂମିକାବ୍ୟାଟ୍ସମ୍ୟାନ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ୧୩ ଅଗଷ୍ଟ ୨୦୧୪ v ଇଂଲଣ୍ଡ
ଶେଷ ଟେଷ୍ଟ୧୬ November ୨୦୧୪ v ସାଉଥ ଆଫ୍ରିକା
ପ୍ରଥମ ଦିନିକିଆ (cap )୭ ମାର୍ଚ୍ଚ ୨୦୦୯ v ପାକିସ୍ତାନ
ଶେଷ ଦିନିକିଆ୧୭ ଫେବୃୟାରୀ ୨୦୧୬ v ଶ୍ରୀଲଙ୍କା
ଦିନିକିଆ ଜାମା ନମ୍ବର୮୪
ଘରୋଇ ଦଳ ତଥ୍ୟ
YearsTeam
୨୦୦୮Leicestershire Women
2006/07-2013/14ପଞ୍ଜାବ ୱମେନ
୨୦୧୩/୧୪-presentRailways Women
୨୦୧୬-Sydney Thunder
Career statistics
ପ୍ରତିଯୋଗିତା Test ଦିନିକିଆ T20 ଡବ୍ଲୁବିବିଲ
ମ୍ୟାଚ ସଂଖ୍ୟା ୬୪ ୬୧ ୧୪
ମୋଟ ରନ ୨୬ ୧୬୩୨ ୯୯୨ ୩୧୧
ବ୍ୟାଟିଂ ହାର ୮.୬୬ ୩୫.୫୭ ୨୨.୦୪ ୬୨.୪୦
ଶତକ/ଅର୍ଦ୍ଧଶତକ -/- 2/8 ୦/୨ ୦/୧
ସର୍ବାଧିକ ରନ ୧୭ ୧୦୭* ୭୭ ୬୪*
ବଲ ସଂଖ୍ୟା ୨୬୬ ୫୮୨ ୩୨୬ ୯୦
ଉଇକେଟ ୧୧ ୧୩
ବୋଲିଂ ହାର ୧୦.୭୭ ୪୫.୫୩ ୨୫.୭୬ ୧୭.୬୬
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ
ସବୁଠୁ ଭଲ ବୋଲିଂ ୫/୪୪ ୨/୩୦ ୪/୨୩ ୪/୨୭
କ୍ୟାଚ/ଷ୍ଟମ୍ପିଙ୍ଗ ୨୧/ ୨୨/୦ ୩/୦
Source: ESPNcricinfo, ଜୁନ ୨୪, ୨୦୧୬

କ୍ରିକେଟ କ୍ୟାରିୟର ସମ୍ପାଦନା

ସେ ପ୍ରଥମ ଦିନିକିଆ ମ୍ୟାଚ ୨୦ ବର୍ଷ ବୟସରେ ପାକିସ୍ତାନ ମହିଳା କ୍ରିକେଟ ଦଳ ବିପକ୍ଷରେ ମାର୍ଚ୍ଚ ୨୦୦୯ ମସିହାରେ ୨୦୦୯ ମହିଳା ଅନ୍ତର୍ଜାତୀୟ ୱାଲର୍ଡ କପ ବର୍ଦ୍ଧମାନ ଓଭାଲ,ବୋବ୍ରାଲଠାରେ ଖେଳିଥିଲେ । ସେ ସେହି ମ୍ୟାଚରେ ୪ ଓଭରରେ ୧୦ ରନ ସଂଗ୍ରହ କରିଥିଲେ ଏବଂ ଆରମାନ ଖାନଙ୍କ କ୍ୟାଚ ଧରିଥିଲେ ଅମିତା ଶର୍ମାଙ୍କ ସପକ୍ଷରେ।[୫]

ମୁଖ୍ୟ ଦଳ ସମ୍ପାଦନା

ଆଧାର ସମ୍ପାଦନା

  1. "Player Profile: Harmanpreet Kaur". Cricinfo. {{cite web}}: |access-date= requires |url= (help); Missing or empty |url= (help); Unknown parameter |ul= ignored (help)
  2. "Player Profile: Harmanpreet Kaur". CricketArchive. Retrieved 6 March 2010.
  3. "India Women Squad". espncricinfo.com. March 28, 2013. Retrieved April 1, 2013.
  4. "Putting Moga on the cricketing map". Retrieved 26 October 2016.
  5. "Wyatt helps England to nervy consolation win". Retrieved 26 October 2016.