ହରମନପ୍ରୀତ କୌର
ମହିଳା କ୍ରିକେଟ ଖେଳାଳି
ହରମନପ୍ରୀତ କୌର(ପଞ୍ଜାବୀ: ਹਰਮਨਪ੍ਰੀਤ ਕੌਰ; ମାର୍ଚ୍ଚ ମାସ ୮ ତାରିଖରେ ମୋଗା, ପଞ୍ଜାବ)ଜନ୍ମ ଗ୍ରହଣ କରିଥିଲେ।ସେ ଜଣେ ଭାରତୀୟ କ୍ରିକେଟର, ଯେକି ୨ଟି ଟେଷ୍ଟ ସିରିଜ,୪୯ ୱମେନ ୱାନ-ଡେ ଇଣ୍ଟରନ୍ୟାସନାଲସ୍ ଏବଂ ୫୩ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚଭାରତ ପାଇଁ ଖେଳିଛନ୍ତି।[୧][୨] [୩][୪]
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Harmanpreet Kaur Bhullar | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | Moga, Punjab, India | ୮ ମାର୍ଚ୍ଚ ୧୯୮୯|||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣ ହାତୀ ବ୍ୟାଟିଂ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm medium fast | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟ୍ସମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ | ୧୩ ଅଗଷ୍ଟ ୨୦୧୪ v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୧୬ November ୨୦୧୪ v ସାଉଥ ଆଫ୍ରିକା | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୬) | ୭ ମାର୍ଚ୍ଚ ୨୦୦୯ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୧୭ ଫେବୃୟାରୀ ୨୦୧୬ v ଶ୍ରୀଲଙ୍କା | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୮୪ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୨୦୦୮ | Leicestershire Women | |||||||||||||||||||||||||||||||||||||||||||||||||||||||||||||||||
2006/07-2013/14 | ପଞ୍ଜାବ ୱମେନ | |||||||||||||||||||||||||||||||||||||||||||||||||||||||||||||||||
୨୦୧୩/୧୪-present | Railways Women | |||||||||||||||||||||||||||||||||||||||||||||||||||||||||||||||||
୨୦୧୬- | Sydney Thunder | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, ଜୁନ ୨୪, ୨୦୧୬ |
କ୍ରିକେଟ କ୍ୟାରିୟର
ସମ୍ପାଦନାସେ ପ୍ରଥମ ଦିନିକିଆ ମ୍ୟାଚ ୨୦ ବର୍ଷ ବୟସରେ ପାକିସ୍ତାନ ମହିଳା କ୍ରିକେଟ ଦଳ ବିପକ୍ଷରେ ମାର୍ଚ୍ଚ ୨୦୦୯ ମସିହାରେ ୨୦୦୯ ମହିଳା ଅନ୍ତର୍ଜାତୀୟ ୱାଲର୍ଡ କପ ବର୍ଦ୍ଧମାନ ଓଭାଲ,ବୋବ୍ରାଲଠାରେ ଖେଳିଥିଲେ । ସେ ସେହି ମ୍ୟାଚରେ ୪ ଓଭରରେ ୧୦ ରନ ସଂଗ୍ରହ କରିଥିଲେ ଏବଂ ଆରମାନ ଖାନଙ୍କ କ୍ୟାଚ ଧରିଥିଲେ ଅମିତା ଶର୍ମାଙ୍କ ସପକ୍ଷରେ।[୫]
ମୁଖ୍ୟ ଦଳ
ସମ୍ପାଦନାଆଧାର
ସମ୍ପାଦନା- ↑ "Player Profile: Harmanpreet Kaur". Cricinfo.
{{cite web}}
:|access-date=
requires|url=
(help); Missing or empty|url=
(help); Unknown parameter|ul=
ignored (help) - ↑ "Player Profile: Harmanpreet Kaur". CricketArchive. Retrieved 6 March 2010.
- ↑ "India Women Squad". espncricinfo.com. March 28, 2013. Retrieved April 1, 2013.
- ↑ "Putting Moga on the cricketing map". Retrieved 26 October 2016.
- ↑ "Wyatt helps England to nervy consolation win". Retrieved 26 October 2016.