ହତ୍ୟା (ଓଡ଼ିଆ କଥାଚିତ୍ର)
୨୦୧୮ର ଓଡ଼ିଆ କଥାଚିତ୍ର
ହତ୍ୟା, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୩][୪][୧][୫] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶରତ ଚନ୍ଦ୍ର ପଟ୍ଟନାୟକ ଏବଂ ଅଜୟ କର [୧]। ବିଜୟଲକ୍ଷ୍ମୀ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୬][୭]
ହତ୍ୟା | |
---|---|
ନିର୍ଦ୍ଦେଶକ | ଟି. ଗଣେଶ |
ପ୍ରଯୋଜକ | ଶରତ ଚନ୍ଦ୍ର ପଟ୍ଟନାୟକ ଅଜୟ କର |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | ଟି. ଗଣେଶ |
କାହାଣୀ | ବିଜୟଲକ୍ଷ୍ମୀ ପଟ୍ଟନାୟକ |
କଳାକାର | ଅର୍ପଣ ଅନ୍ୱେଷା କାଳୀ ଜ୍ୟୋତି ଇଲୁ ବାନାର୍ଜୀ ସୁରେଶ ବଳ |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ମୁକ୍ତିଲାଭ ତାରିଖ | ୮ ମାର୍ଚ୍ଚ ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ପଣ ଏବଂ ଅନ୍ୱେଷା ।[୬] ଅର୍ପଣ ଏବଂ ଅନ୍ୱେଷା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୮] କାଳୀ, ଜ୍ୟୋତି, ଇଲୁ ବାନାର୍ଜୀ, ସୁରେଶ ବଳ, ଚକ୍ରଧର ଜେନା, ବିଶ୍ୱଭୂଷଣ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
ସମ୍ପାଦନା- ଅର୍ପଣ
- ଅନ୍ୱେଷା
- କାଳୀ
- ଜ୍ୟୋତି
- ଇଲୁ ବାନାର୍ଜୀ
- ସୁରେଶ ବଳ
- ଚକ୍ରଧର ଜେନା
- ବିଶ୍ୱଭୂଷଣ ପଣ୍ଡା
- ବାବୁ ପ୍ରଧାନ
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୬][୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ସେବେଠୁ ହାରିଲି ଦିଲ୍" | |
2. | "ଦେ କହିଦେ" |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "ଆଜି ରିଲିଜ୍ ହେଉଛି ଏହି ଓଡ଼ିଆ ସସପେନ୍ସ ଥ୍ରିଲର୍". sambad.in. 8 March 2018. Retrieved 13 March 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ ୬.୦ ୬.୧ ୬.୨ Mohapatra, Mrudu M. (23 February 2018). "Hatya Odia Movie Music Release". Odia Live. Retrieved 13 March 2018.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ହତ୍ୟା