ସ୍ୱିସ୍ ଫ୍ରାଙ୍କ୍
ସ୍ୱିସ୍ ଫ୍ରାଙ୍କ୍ (ଚିହ୍ନ: Fr. ବା SFr. ବା FS, ISO 4217 କୋଡ଼: CHF)ହେଉଛି ସୁଇଜରଲ୍ୟାଣ୍ଡ ଓ ଲିଖଟେନଷ୍ଟାଇନର ଆଧିକାରିକ ମୁଦ୍ରା । ଇଟାଲୀର କାମ୍ପିଓନେ ଡି’ଇଟାଲିଆ ଅଞ୍ଚଳରେ ମଧ୍ୟ ଏହା ଅଧିକୃତ । ବ୍ୟାଙ୍କ ନୋଟ ଗୁଡ଼ିକ ସ୍ୱିସ୍ ଜାତୀୟ ବ୍ୟାଙ୍କ (SNB)ଦ୍ୱାରା ଓ ଧାତବ ମୁଦ୍ରା କେନ୍ଦ୍ରୀୟ ମୁଦ୍ରାଶାଳା "ସ୍ୱିସ୍ମିଣ୍ଟ"ଦ୍ୱାରା ପ୍ରଣୀତ ହୋଇଥାଏ ।
ସ୍ୱିସ୍ ଫ୍ରାଙ୍କ୍ | |||||
---|---|---|---|---|---|
Schweizer Franken (ଜର୍ମାନ) franc suisse (French ) franco svizzero (Italian) franc svizzer (Romansh) | |||||
| |||||
ISO 4217 କୋଡ଼ | CHF | ||||
କେନ୍ଦ୍ରୀୟ ବ୍ୟାଙ୍କ୍ | Swiss National Bank | ||||
ୱେବସାଇଟ୍ | www.snb.ch | ||||
User(s) | Switzerland Liechtenstein Campione d'Italia, Italy[୧] | ||||
ମୁଦ୍ରାସ୍ଫୀତି | -0.2% (2013) | ||||
ଆଧାର | (de) Statistik Schweiz | ||||
ବିଭାଜନ | |||||
1/100 | ରାପ୍ପେନ (ଜର୍ମାନ) ସେଣ୍ଟାଇମ୍ (French ) ସେଣ୍ଟେସିମୋ (Italian) ରାପ୍(Romansh) | ||||
ଚିହ୍ନ | CHF, Fr., SFr. (old) | ||||
ବହୁବଚନ | ଫ୍ରାଙ୍କେନ୍ (ଜର୍ମାନ) ଫ୍ରାଙ୍କ୍ସ୍ (French ) ଫ୍ରାଙ୍କାଇ (Italian) ଫ୍ରାଙ୍କ୍ସ୍ (Romansh) | ||||
ରାପ୍ପେନ (ଜର୍ମାନ) ସେଣ୍ଟାଇମ୍ (French ) ସେଣ୍ଟେସିମୋ (Italian) ରାପ୍(Romansh) | ରାପ୍ପେନ୍ (ଜର୍ମାନ) ସେଣ୍ଟାଇମ୍ସ (French ) ସେଣ୍ଟେସିମି (Italian) ରାପ୍ସ୍ (Romansh) | ||||
ଧାତବ ମୁଦ୍ରା | 5, 10 ଓ 20 ସେଣ୍ଟାଇମ୍ସ, ½, 1, 2 ଓ 5 ଫ୍ରାଙ୍କ୍ | ||||
ବ୍ୟାଙ୍କ୍ ନୋଟ | 10, 20, 50, 100, 200 ଓ 1,000 ଫ୍ରାଙ୍କ୍ | ||||
ମୁଦ୍ରକ | Orell Füssli Arts Graphiques SA (Zürich) | ||||
ମୁଦ୍ରାଶାଳା | ସ୍ୱିସ୍ମିଣ୍ଟ | ||||
ୱେବସାଇଟ୍ | http://www.swissmint.ch |
ଏକ ଫ୍ରାଙ୍କ୍ ୧୦୦ ଭାଗରେ ବିଭକ୍ତ ଯାହାକୁ ଜର୍ମାନ୍ରେ ରାପ୍ପେନ୍ (Rp.), ଫରାସୀରେ ସେଣ୍ଟାଇମ୍ (c.),ଇଟାଲୀୟରେ ସେଣ୍ଟେସିମୋ (ct.) ଓ ରୋମାନ୍ଶରେ ରାପ୍ (rp.) କୁହାଯାଏ । ISO କୋଡ଼ CHF, କିନ୍ତୁ ପ୍ରାୟତଃ ବାଣିଜ୍ୟ, ବିଜ୍ଞାପନ ଆଦିରେ ସଂକ୍ଷେପରେ "Fr." ହିଁ ବ୍ୟବହୃତ ହୁଏ । CHFରେ CH ଅ ଅର୍ଥ Confoederatio Helvetica ।
ଯେହେତୁ ସୁଇଜରଲ୍ୟାଣ୍ଡରେ ଅନେକଗୁଡ଼ିଏ ଭାଷା ବ୍ୟବହୃତ ହୁଏ, ତେଣୁ ନିରପେକ୍ଷତା ଦୃଷ୍ଟିରୁ ମୁଦ୍ରାଗୁଡ଼ିକରେ ଲାଟିନ ଭାଷାରେ ଲେଖା ରହେ ।
ବାହାର ତଥ୍ୟ
ସମ୍ପାଦନା- ସ୍ୱିସ୍ ଫ୍ରାଙ୍କ୍ (ବ୍ୟାଙ୍କ୍ ନୋଟ) (ଇଂରାଜୀ)