ସ୍ୱାମୀ ବ୍ରହ୍ମାନନ୍ଦ

(ସ୍ଵାମୀ ବ୍ରହ୍ମାନନ୍ଦରୁ ଲେଉଟି ଆସିଛି)

ରାମକୃଷ୍ଣ ପରମହଂସଙ୍କ ମାନସ ପୁତ୍ର ସ୍ୱାମୀ ବ୍ରହ୍ମାନନ୍ଦ ରାମକୃଷ୍ଣ ମଠରାମକୃଷ୍ଣ ମିଶନର ପ୍ରଥମ ସଭାପତି ଥିଲେ । ତାଙ୍କ ଜନ୍ମ ବସିରହାଟ ମହକୁମା ଅନ୍ତର୍ଗତ ଶିକରା ନାମକ ଗ୍ରାମରେ ଏକ ଧନୀ ପରିବାରରେ ହୋଇଥିଲା । କଲେଜ ଜୀବନରେ ସେ ବିବେକାନନ୍ଦଙ୍କ ସାଥୀ ଥିଲେ। ୧୮୮୭ରେ ବରାହନଗର ମଠରେ ସନ୍ୟାସ ଗ୍ରହଣ କରିବା ପରେ ସେ ସ୍ୱାମୀ ବ୍ରହ୍ମାନନ୍ଦ ନାମରେ ପରିଚିତ ହେଲେ ।୧୮୯୭ରେ ରାମକୃଷ୍ଣ ମଠରାମକୃଷ୍ଣ ମିଶନ ପ୍ରତିଷ୍ଠା ହେବ ପରେ ସେ ଏହାର କଲିକତା ଶାଖାର ସଭାପତି ହେଲେ । ଏହାର କିଛି ଦିନ ପରେ ସ୍ୱାମୀ ବିବେକାନନ୍ଦ ତାଙ୍କୁ ରାମକୃଷ୍ଣ ମଠରାମକୃଷ୍ଣ ମିଶନର ପ୍ରଥମ ସଭାପତି ପଦରେ ଅଧିଷ୍ଠିତ କରିଥିଲେ । ସେଭୁବନେଶ୍ୱରଠାରେ ରାମକୃଷ୍ଣ ମଠର ସ୍ଥାପନା କରିଥିଲେ।

ସ୍ୱାମୀ ବ୍ରହ୍ମାନନ୍ଦ
ସ୍ୱାମୀ ବ୍ରହ୍ମାନନ୍ଦ ମାଦ୍ରାଜରେ ,୧୯୦୯
ଜନ୍ମ ତାରିଖ(1863-01-21)୨୧ ଜାନୁଆରୀ ୧୮୬୩


ଜନ୍ମସ୍ଥାନଶିକରା ,ବସିରହାଟ,ପଶ୍ଚିମ ବଙ୍ଗ
ଜନ୍ମ ନାମରାଖଲ ଚନ୍ଦ୍ର ଘୋଷ
ତିରୋଧାନ୧୦ ଅପ୍ରେଲ ୧୯୨୨(1922-04-10) (ବୟସ ୫୯)
ତିରୋଧାନ ସ୍ଥାନକଲିକତା
ବାଣୀସସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତାକୁ ୟଦି ପାଣିରେ ଢାଳି ଦେବ , ତା ହେଲେ ଦୁଧ ଓ ପାଣି ମିଶିଜିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସସାର -ପାଣିରେ ରଖିଲେ ତାହା ମିଶିବ ନାହି, ଭାସି ଉଠିବ।

ଆଧାର ସମ୍ପାଦନା

ବାହ୍ୟ ଆଧାର ସମ୍ପାଦନା

ସ୍ୱାମୀ ବ୍ରହ୍ମାନନ୍ଦଙ୍କ ଜୀବନୀ