ସ୍ନେହା ସୋରେନ
ଓଡ଼ିଆ ଭାରତ୍ତୋଳକ
ସ୍ନେହା ସୋରେନ୍ (ଜନ୍ମ 2001) ଭାରତର ଜଣେ ମହିଳା ଭାରୋତ୍ତୋଳକ।[୧] ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜିତ ହୋଇଥିବା ୨୦୧୭ କମନୱେଲଥ ଭାରୋତ୍ତୋଳନ ଚାମ୍ପିଅନସିପରେ ସେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ପଦକ ଜିତିଥିଲେ[୨] ଏବଂ ୨୦୨୩ ଜାତୀୟ ଖେଳରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।[୩] ସୋରେନଙ୍କୁ ଓଡିଶା ସରକାରଙ୍କ ତରଫରୁ ଏକଲବ୍ୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।[୪][୫]
ବ୍ୟକ୍ତିଗତ ତଥ୍ୟ | |||||||||||||||
---|---|---|---|---|---|---|---|---|---|---|---|---|---|---|---|
ଜାତୀୟତା | ଭାରତୀୟ | ||||||||||||||
ଜନ୍ମ | ଶିଖରଘାଟୀ, ମୟୂରଭଞ୍ଜ, ଓଡ଼ିଶା, ଭାରତ | ୨ ମଇ ୨୦୦୧||||||||||||||
Sport | |||||||||||||||
ଦେଶ | ଭାରତ | ||||||||||||||
କ୍ରୀଡ଼ା | ଭାରଉତ୍ତୋଳନ | ||||||||||||||
Event(s) | ୪୯ କି.ଗ୍ରା. | ||||||||||||||
Medal record
|
ବ୍ୟକ୍ତିଗତ ଜୀବନ
ସମ୍ପାଦନାସ୍ନେହା ସୋରେନ ମୟୂରଭଞ ଜିଲ୍ଲାର ବେତନଟୀ ନିକଟସ୍ଥ ଶିଖରଘାଟୀ ଗ୍ରାମରେ ବୋଡ ଏବଂ ଛିତା ସୋରେନଂକ ପୁତ୍ରି ଭାବରେ ଜନ୍ମଗ୍ରହଣ କରିଥିଲେ I ସେ କୃଷ୍ଣ ଚନ୍ଦ୍ରପୁର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଜୁନିଅର କଲେଜ, ରଗଧା ମୟୂରଭଞ୍ଜରୁ ଉଚ୍ଚମାଧ୍ୟମିକ ଶିକ୍ଷା ସମାପ୍ତ କରିଥିଲେ। ସେ ବର୍ତମାନ କାଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ଅଧ୍ୟୟନ କରୁଛନ୍ତି I[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ Pani, Sanatan (ed.). "Personalities". Orisports: Encyclopedia of Orissa Sports. Retrieved 24 February 2024.
- ↑ "Commonwealth Senior, Junior & Youth Weightlifting Championships". SportsTalk24. Retrieved 24 February 2024.
- ↑ Mohapatra, Rajendra Prasad (25 October 2023). "National Games 2023: Odisha weightlifters Jhilli Dalabehera & Sneha Soren bag bronze medals". Odisha TV. Retrieved 24 February 2024.
- ↑ "Hockey star Namita Toppo honoured with Ekalavya Puraskar". Hindustan Times. 27 December 2020. Retrieved 24 February 2024.
- ↑ "Weightlifter Sneha Soren nominated for the Ekalabya citation". The New Indian Express. 9 November 2020. Retrieved 24 February 2024.