ସୋରୋନ
ସୋରୋନ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ଏତହ୍ ଜିଲ୍ଲାରେ ଅବସ୍ଥିତ ।
Soron | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Kasganj |
Elevation | 179 m (587 ft) |
Population (2001) | |
• Total | ୨୬,୭୨୨ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାସୋରୋନ ୨୭.୮୯୦୧ ଉତ୍ତର ଅକ୍ଷାଂଶ ଓ ୭୮.୭୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୋରୋନ ସହରର ମୋଟ ଜନସଂଖ୍ୟା ୨୬୭୨୨ ଅଟେ ।[୨] ସେଥି ମଧ୍ୟରୁ ୫୩.୫୬% ଜଣ ପରୁଷ ହୋଇଥିବା ବେଳେ ୪୬.୪୪% ଜଣ ନାରୀ ଅଟନ୍ତି । ସୋରୋନର ସାକ୍ଷରତା ହାର ୪୯.୪୬% ଅଟେ । ଏହା ଜାତୀୟ ହାରଠାରୁ ୧୫.୩୮% ପ୍ରତିଶତ କମ ଅଟେ । ସେଥିରୁ ୩୦.୫୪% ପ୍ରତିଶତ ପୁରୁଷ ଓ ୧୮.୯୨% ନାରୀ ଅଟନ୍ତି । ୧୬.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ସୋରୋନର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.