ସୋମ୍ବରୁ ମାଝି

ଓଡ଼ିଆ ରାଜନୀତିଜ୍ଞ

ସୋମ୍ବରୁ ମାଝି (୧୫ ଫେବୃଆରୀ ୧୯୩୫ - ୧୫ ଫେବୃଆରୀ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୋମ୍ବରୁ ମାଝି
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ନିର୍ବାଚନ ମଣ୍ଡଳୀକୋଡ଼ିଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1935-02-15)୧୫ ଫେବୃଆରୀ ୧୯୩୫
ମୃତ୍ୟୁ୧୫ ଫେବୃଆରୀ ୨୦୦୩(2003-02-15) (ବୟସ ୬୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଉତ୍କଳ କଂଗ୍ରେସ
ଜୀବନ ସାଥୀଅସଲି ମାଝି
ବାପା/ବୋଉମନୋଧର ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ସୋମ୍ବରୁ ମାଝି ୧୯୩୫ ମସିହାର ଫେବୃଆରୀ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମନୋଧର ମାଝି ଓ ପତ୍ନୀଙ୍କ ନାମ ଅସଲି ମାଝି ।[୧]

ରାଜନୈତିକ ଜୀବନ ସମ୍ପାଦନା

ସୋମ୍ବରୁ ମାଝି ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ସୋମ୍ବରୁ ମାଝି ୨୦୦୩ ମସିହାର ଫେବୃଆରୀ ୧୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Sombaru Majhi". odishaassembly.nic.in. Odisha Assembly. Retrieved 30 September 2022.