ସୋନ ପାମ୍ପୁଡି
ଭାରତୀୟ ମିଠା
ସୋନ ପାମ୍ପୁଡି (ଅନ୍ୟ ନାମ : ପତିସ, ସୋନ ପାପରି, ସୋହାନ ପାମ୍ପୁଡି ଏବଂ ସୋନ ପାପରି) [୨] ଏହି ମିଠା ଏକ ଲୋକପ୍ରିୟ ଉତ୍ତର ଭାରତୀୟ [North_Indian_cuisine] ଖାଦ୍ୟ ଅଟେ । ଏହା ସାଧାରଣତଃ ଚାରିକୋଣିଆ (ବର୍ଗ କ୍ଷେତ୍ର ) ସଦୃଶ କିମ୍ବା ଗୁଚ୍ଛା ଆକାରର ହୋଇଥାଏ ଏବଂ ଏହା ଅତ୍ୟନ୍ତ ସରୁ ଏବଂ ମିଠା ଯୁକ୍ତ ହୋଇଥାଏ ।[୩]
ଅନ୍ୟ ନାମ | Soam papdi, patisa, shonpapri |
---|---|
ମୂଳ ସ୍ଥାନ | India and Pakistan and Bangladesh |
ଅଞ୍ଚଳ ବା ରାଜ୍ୟ | India and Pakistan and Bangladesh |
ମୁଖ୍ୟ ଉପାଦାନ | Gram flour, sugar, flour, ghee, milk, cardamom[୧] |
ଖାଦ୍ୟରୁ ଶକ୍ତି (per ବଢ଼ା) | 30 କିଲୋ କ୍ୟାଲୋରୀ (126 kJ) |
|
ଇତିହାସ
ସମ୍ପାଦନାକୁହାଯାଏ କି, ଭାରତର ପଞ୍ଜାବ, ଉତ୍ତର ପ୍ରଦେଶ, ପଶ୍ଚିମ ବେଙ୍ଗଲ ଏବଂ ରାଜସ୍ଥାନ ଆଦି ସ୍ଥାନରେ ମୂଳ ରୂପେ ପ୍ରସ୍ତାବିତ କରାଯାଏ, ଯାହା କି ଅଳ୍ପ ମାତ୍ରାରେ ଅଜ୍ଞାତ ରହିଛି ।[୪]
ସାମଗ୍ରୀ
ସମ୍ପାଦନାଏହାର ମୁଖ୍ୟ ସାମଗ୍ରୀ :- ଚିନି, ଅଟା, ଚିକୀ ମଟର, ଘିଅ, କ୍ଷୀର ଏବଂ ଅଳେଇଚଦ୍ୱାରା ପ୍ରସ୍ତୁତ ହୋଇଥାଏ ।[୫]
ଆଧାର
ସମ୍ପାଦନା- ↑ "Diwali". Retrieved September 17, 2012.
- ↑ "Patisa - Culinary Encyclopedia". Archived from the original on October 23, 2013. Retrieved September 17, 2012.
- ↑ "Soan Papdi". Food-india.com. Retrieved September 17, 2012.
- ↑ "Patisa". Retrieved 28 December 2014.
- ↑ "Diwali". Indiaoz.com.au. Retrieved September 17, 2012.
ବାହାର ଲିଙ୍କ
ସମ୍ପାଦନା- Annotated video recipe illustrates traditional hand-made technique for creating Soan Papdi's crisp multi-layers (filmed at Shreya's Sweets Hampankatta, Mangalore); ·Permaculturetravel· YouTube Channel
- Demonstration of modern mechanized equipment in the making of pişmaniye, a related Turkish confection