ସୋନୁ ଚନ୍ଦ୍ରପାଲ
ଭାରତୀୟ ଅଭିନେତ୍ରୀ
ସୋନୁ ଚନ୍ଦ୍ରପାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ୨୦୧୩ ମସିହାରେ ସେ ସାହାର ୱାନ୍ରେ ପ୍ରସାରିତ ହିନ୍ଦୀ ଧାରାବାହିକ ତୁଝ୍ ସଙ୍ଗ୍ ପ୍ରୀତ୍ ଲଗାଇ ସଜନାରେ ପ୍ରଥମେ ଅଭିନୟ କରିଥିଲେ, ଯେଉଁଥିରେ ସେ ନିଶା ଭୂମିକାରେ ଅଭିନୟ କରିଥିଲେ । ସୁହାନି ସି ଏକ୍ ଲଡ଼କିରେ ରାଗିଣୀ ସୌରଭ ବିର୍ଲା ଓ ଶ୍ରୀମଦ ଭଗବତ ମହାପୂରାଣ ଧାରାବାହିକରେ ସରସ୍ୱତୀ ଭୂମିକା ପାଇଁ ସେ ଜଣାଶୁଣା । ସେ ଏହା ପୂର୍ବରୁ ଗୁଜରାଟୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।
ସୋନୁ ଚନ୍ଦ୍ରପାଲ | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୧୩–ଏବେଯାଏଁ |
ପ୍ରସିଦ୍ଧି | ସୁହାନି ସି ଏକ୍ ଲଡ଼କି |
ସେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ ।[୧] ଏବେ ସେ ମୁମ୍ବାଇରେ ରହୁଛନ୍ତି ।
ଟେଲିଭିଜନ
ସମ୍ପାଦନାବର୍ଷ | ଧାରାବାହିକ | ଭୂମିକା | ଆଧାର |
---|---|---|---|
୨୦୧୩ | ତୁଝ୍ ସଙ୍ଗ୍ ପ୍ରୀତ୍ ଲଗାଇ ସାଜନା | ନିଶା | [୨] |
କିସ୍ ଦିନ୍ ମେରା ବିୟାଃ ହୋୱାୟ ଗା | ବିଲ୍ଲୋ | [୩] | |
୨୦୧୪–୨୦୧୫ | ସୁହାନି ସି ଏକ୍ ଲଡ଼କି | ରାଗିଣୀ ସୌରଭ ବିର୍ଲା | [୪] |
୨୦୧୫ | ଉମିଦ୍ ନୟି ସୁବା କି | ବସୁଧା | |
୨୦୧୯ | ଶ୍ରୀମଦ ଭଗବତ ମହାପୁରାଣ | ଦେବୀ ସରସ୍ୱତୀ | [୫] |
୨୦୨୩ - ଉପସ୍ଥିତ | ପ୍ରଫେସର୍ ପାଣ୍ଡେ କେ ପାଞ୍ଚ୍ ପରିବାର୍ | ଚାନ୍ଦନୀ | [୬] |
ଚଳଚ୍ଚିତ୍ର
ସମ୍ପାଦନା- ୨୦୧୭: ୱାସଅପ୍ ଜିନ୍ଦଗି [୭] (ଗୁଜରାଟୀ ଚଳଚ୍ଚିତ୍ର)
ଆଧାର
ସମ୍ପାଦନା- ↑ "Appsolutely no problem!".
- ↑ https://timesofindia.indiatimes.com/tv/news/hindi/sonu-chandrapal-to-enter-tujh-sang-preet-/articleshow/19443755.cms
- ↑ http://archive.indianexpress.com/news/not-a-laughing-matter/1203105/
- ↑ https://bestmediainfo.com/2014/06/star-plus-to-launch-new-fiction-show-suhani-si-ek-ladki
- ↑ https://www.tribuneindia.com/news/lifestyle/happiness-over-ambition-467917
- ↑ https://www.tribuneindia.com/news/entertainment/sonu-chandrapal-roped-in-for-comedy-show-professor-pandey-ke-paanch-pariwar-473918
- ↑ "Wassup ZindagiUA" – via The Economic Times - The Times of India.