ସେଲୁମେଟିନିବ (ଇଂରାଜୀ ଭାଷାରେ Selumetinib ), କୋସେଲୁଗୋ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ନ୍ୟୁରୋଫାଇବ୍ରୋମାଟୋସିସ ପ୍ରକାର ୧ (NF-1)ରେ ଥିବା ପ୍ଲେକ୍ସିଫର୍ମ ନ୍ୟୁରୋଫାଇବ୍ରୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ୧ ବର୍ଷରୁ ଅଧିକ ବୟସରେ ବ୍ୟବହୃତ ହୋଇପାରେ ।[] ଏହାକୁ ଦିନକୁ ଦୁଇଥର ପାଟିରେ ଦିଆଯାଏ ।[]

ସେଲୁମେଟିନିବ
Clinical data
Trade namesKoselugo
SynonymsAZD6244, ARRY-142886
AHFS/Drugs.commonograph
MedlinePlusa620030
data
Pregnancy
category
  • Contraindicated
Routes of
administration
By mouth (capsules)
Legal status
Legal status
Pharmacokinetic data
Metabolismliver (probably CYP3A4 and CYP2C19)[]
MetabolitesN‐desmethyl‐selumetinib (active metabolite)[]
Elimination half-life5.3–7.2 hrs[]
Excretionmostly via bile[]
Identifiers
  • 6-(4-bromo-2-chloroanilino)-7-fluoro-N-(2-hydroxyethoxy)-3-methylbenzimidazole-5-carboxamide
ECHA InfoCard100.169.311 Edit this at Wikidata
Chemical and physical data
FormulaC17H15BrClFN4O3
Molar mass୪୫୭.୬୮ g·mol−1
3D model (JSmol)
  • CN1C=NC2=C1C=C(C(=C2F)NC3=C(C=C(C=C3)Br)Cl)C(=O)NOCCO
  • InChI=1S/C17H15BrClFN4O3/c1-24-8-21-16-13(24)7-10(17(26)23-27-5-4-25)15(14(16)20)22-12-3-2-9(18)6-11(12)19/h2-3,6-8,22,25H,4-5H2,1H3,(H,23,26) checkY
  • Key:CYOHGALHFOKKQC-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ଥକାପଣ, ମାଂସପେଶୀ ଯନ୍ତ୍ରଣା, ରାସ, ଜ୍ୱର ଏବଂ ଗଲୁ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡର ପ୍ରଦାହ ବା ମାୟୋକାର୍ଡ଼ାଇଟିସ, ଆଖି ସମସ୍ୟା, ମାଂସପେଶୀ ଭାଙ୍ଗିବା ବା ରାବଡୋମାୟୋଲାଇସିସ ଏବଂ ରକ୍ତସ୍ରାବ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ [] ଏହା ମାଇଟୋଜେନ-ଆକ୍ଟିଭେଟେଡ୍ ପ୍ରୋଟିନ କାଇନେଜ ୧ ଓ ୨କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେଲୁମେଟିନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ଥରକୁ ୨୫ମିଗ୍ରା ମାତ୍ରାରେ ଦିନ‌କୁ ଦୁଇ ଥର ଦେଲେ ଏକ ବର୍ଷର ଚିକିତ୍ସା ନିମନ୍ତେ ୨୦୨୧ ସୁଦ୍ଧା ପ୍ରାୟ ୧୫୦,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[]

  1. Dymond, Angela W.; Howes, Colin; Pattison, Christine; So, Karen; Mariani, Gabriella; Savage, Mark; Mair, Stuart; Ford, Gill; Martin, Paul (2016). "Metabolism, Excretion, and Pharmacokinetics of Selumetinib, an MEK1/2 inhibitor, in Healthy Adult Male Subjects". Clinical Therapeutics. 38 (11): 2447–2458. doi:10.1016/j.clinthera.2016.09.002. PMID 27751676.
  2. ୨.୦ ୨.୧ ୨.୨ Patel, Y. T.; Daryani, V. M.; Patel, P.; Zhou, D.; Fangusaro, J.; Carlile, D. J.; Martin, P. D.; Aarons, L.; Stewart, C. F. (2017). "Population Pharmacokinetics of Selumetinib and Its Metabolite N-desmethyl-selumetinib in Adult Patients With Advanced Solid Tumors and Children With Low-Grade Gliomas". CPT: Pharmacometrics & Systems Pharmacology. 6 (5): 305–314. doi:10.1002/psp4.12175. PMC 5445231. PMID 28326681.
  3. ୩.୦ ୩.୧ ୩.୨ ୩.୩ "Selumetinib Monograph for Professionals". Drugs.com (in ଇଂରାଜୀ). Archived from the original on 15 April 2021. Retrieved 12 October 2021.
  4. ୪.୦ ୪.୧ ୪.୨ ୪.୩ "Koselugo- selumetinib capsule". DailyMed. 10 April 2020. Archived from the original on 18 April 2020. Retrieved 18 April 2020.
  5. "EU/3/18/2050: Orphan designation for the treatment of neurofibromatosis type 1". Archived from the original on 25 June 2019. Retrieved 12 October 2021.
  6. "Koselugo Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 October 2021.