ସେଭୋଫ୍ଲୁରାନ
ସେଭୋଫ୍ଲୁରାନ, ବ୍ରାଣ୍ଡ ନାମରେ ବିକ୍ରୟ ନାମ ସେଭୋରେନ, ହେଉଛି ଆଘ୍ରାଣକାରୀ ନିଶ୍ଚେତକ ଯାହା ଜେନେରାଲ ନିଶ୍ଚେତକ ଦେବା ଆରମ୍ଭରେ ଏବଂ ତାହାର ପରିଚାଳନା ପାଇଁ ବ୍ୟବହୃତ ହୁଏ ।[୧] ଏହାର ପ୍ରଭାବର ଆରମ୍ଭ ଶୀଘ୍ର ହୁଏ ଏବଂ ଦ୍ରୁତ ପୁନରୁଦ୍ଧାର ମଧ ହୁଏ ।[୨] ନିଶ୍ଚେତକ ଆରମ୍ଭ କରିବା ପାଇଁ ପ୍ରୋପୋଫଲ୍ ବଦଳରେ ଏହାକୁ ବ୍ୟବହାର କରାଯାଇପାରେ ।[୨]
Clinical data | |
---|---|
Trade names | Sojourn, Ultane, Sevorane, others |
AHFS/Drugs.com | Consumer Drug Information |
Pregnancy category |
|
Routes of administration | Inhaled |
Legal status | |
Legal status | |
Pharmacokinetic data | |
Metabolism | Liver by CYP2E1 |
Metabolites | Hexafluoroisopropanol |
Elimination half-life | 15–23 hours |
Excretion | Kidney |
Identifiers | |
| |
ECHA InfoCard | 100.171.146 |
Chemical and physical data | |
Formula | C4H3F7O |
Molar mass | ୨୦୦.୦୬ g·mol−1 |
3D model (JSmol) | |
Boiling point | 58.5 °C (137.3 °F) |
| |
| |
(verify) |
ଏହାର ସୁରକ୍ଷା ଭଲ ଅଟେ ।[୧] ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ବାନ୍ତି, ଲାଳ ବୃଦ୍ଧି, ଏବଂ କ୍ୟୁଟି ବିସ୍ତାର ହୋଇପାରେ ।[୩] ଏହା ଫୁସଫୁସକୁ ଉତ୍ତେଜିତ କରେ ନାହିଁ ତେଣୁ ପ୍ରତିକ୍ରିୟାଶୀଳ ବାୟୁପଥ ରୋଗରେ ନିରାପଦରେ ବ୍ୟବହାର କରାଯାଇପାରେ ।[୧] [୨] ଯକୃତ ସମସ୍ୟା ଭଳି ବିରଳ ଘଟଣା କ୍ୱଚିତ ଘଟିଛି ।[୧] ମାଲିଗନାଣ୍ଟ ହାଇପରଥର୍ମିଆ ବିପଦ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୩] ସ୍ତନ୍ୟପାନ କରାଇବା ସମୟରେ ଏହା ନିରାପଦରେ ବ୍ୟବହୃତ ହୋଇପାରେ ।[୪]
ସେଭୋଫ୍ଲୁରାନ ପ୍ରଥମେ ଷାଠିଏ ଦଶକରେ ରସ ଟେରେଲଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ୧୯୯୦ ମସିହାରୁ ଜାପାନରେ ବ୍ୟବହାର ହେଉଛି ।[୫] ୧୯୯୫ ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଛି ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୬] ୨୦୦୫ ମସିହା ସୁଦ୍ଧା ଏହା ଆମେରିକାର ଆଇସୋଫ୍ଲୁରାନ କିମ୍ବା ଡେସଫ୍ଲୁରାନ ଅପେକ୍ଷା ମହଙ୍ଗା ଥିଲା ।[୨] ଯୁକ୍ତରାଜ୍ୟରେ ୨୦୨୩ ସୁଦ୍ଧା ଏକ ୨୫୦ ମିଲି ପାତ୍ରର ମୂଲ୍ୟ ୧୨୩ ପାଉଣ୍ଡ ଥିଲା ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "Sevoflurane". LiverTox. 1 January 2018. Archived from the original on 3 December 2022. Retrieved 12 September 2023.
{{cite web}}
: Check date values in:|date=
(help) - ↑ ୨.୦ ୨.୧ ୨.୨ ୨.୩ Sakai EM, Connolly LA, Klauck JA (December 2005). "Inhalation anesthesiology and volatile liquid anesthetics: focus on isoflurane, desflurane, and sevoflurane". Pharmacotherapy. 25 (12): 1773–1788. doi:10.1592/phco.2005.25.12.1773. PMID 16305297.
- ↑ ୩.୦ ୩.୧ "Sevoflurane". BNF. Archived from the original on 13 September 2023. Retrieved 12 September 2023.
- ↑ "Drugs and Lactation Database (LactMed®) [Internet]". 16 November 2020. PMID 30000564. Archived from the original on 12 August 2022. Retrieved 12 September 2023.
{{cite journal}}
: Cite journal requires|journal=
(help) - ↑ Eger, Edmond (2013). The Wondrous Story of Anesthesia. Springer Science & Business Media. p. 133. ISBN 9781461484417. Archived from the original on 13 September 2023. Retrieved 12 September 2023.
- ↑ World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
- ↑ "Sevoflurane Medicinal forms". BNF. Archived from the original on 13 September 2023. Retrieved 12 September 2023.