ସେଫ୍ଟୋଲୋଜେନ/ଟାଜୋବ୍ୟାକ୍ଟାମ

ସେଫ୍ଟୋଲୋଜେନ/ଟାଜୋବ୍ୟାକ୍ଟାମ, ବିକ୍ରୟ ନାମ ହେଉଛି ଜେରବାକ୍ସା, ହେଉଛି ଏକ ମିଶ୍ରିତ ଆଣ୍ଟିବାୟୋଟିକ୍ ଯାହା ଜଟିଳ ମୂତ୍ରନଳୀ ସଂକ୍ରମଣ, ହସ୍ପିଟାଲରେ ମିଳିଥିବା ନିମୋନିଆ ଏବଂ ଜଟିଳ ଉଦରସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଉଦର ସଂକ୍ରମଣ ପାଇଁ ଏହା ମେଟ୍ରୋନିଡାଜୋଲ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ [୨]

ସେଫ୍ଟୋଲୋଜେନ/ଟାଜୋବ୍ୟାକ୍ଟାମ
Combination of
CeftolozaneCephalosporin antibiotic
TazobactamBeta-lactamase inhibitor
Clinical data
Trade namesZerbaxa
AHFS/Drugs.commonograph
MedlinePlusa615010
data
Pregnancy
category
Routes of
administration
Intravenous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only [୨]
  • ℞ (Prescription only)
Identifiers
Chemical and physical data
FormulaC23H30N12O8S2
Molar mass୬୬୬.୬୯ g·mol−1
3D model (JSmol)
  • CC(C)(C(=O)O)O/N=C(/c1nc(sn1)N)\C(=O)N[C@H]2[C@@H]3N(C2=O)C(=C(CS3)C[n+]4cc(c(n4C)N)NC(=O)NCCN)C(=O)[O-]
  • InChI=1S/C23H30N12O8S2/c1-23(2,20(40)41)43-31-11(15-30-21(26)45-32-15)16(36)29-12-17(37)35-13(19(38)39)9(8-44-18(12)35)6-34-7-10(14(25)33(34)3)28-22(42)27-5-4-24/h7,12,18,25H,4-6,8,24H2,1-3H3,(H7,26,27,28,29,30,32,36,38,39,40,41,42)/b31-11-/t12-,18-/m1/s1
  • Key:JHFNIHVVXRKLEF-DCZLAGFPSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ, ତରଳ ଝାଡ଼ା ଏବଂ ଜ୍ୱର ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍ ଏବଂ କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ହୋଇପାରେ । [୪] ସେଫ୍ଟୋଲୋଜେନ ହେଉଛି ଏକ ସେଫାଲୋସ୍ପୋରିନ, ଯାହା ବ୍ୟାକ୍ଟେରିଆ କୋଷର କାନ୍ଥକୁ ବ୍ୟାହତ କରୁଥିବାବେଳେ β- ଲାକ୍ଟାମେଜ୍ର କାର୍ଯ୍ୟକଳାପକୁ ଟାଜୋବ୍ୟାକ୍ଟାମ ଅବରୋଧ କରିଥାଏ, ଯାହା ସେଫ୍ଟୋଲୋଜାନକୁ ଅବକ୍ଷୟରୁ ରକ୍ଷା କରିଥାଏ । [୨]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୨][୩] ଯୁକ୍ତରାଜ୍ୟରେ ଏହାର ୧.୫ଗ୍ରାମର ୧୦ ମାତ୍ରାର ଔଷଧର ମୂଲ୍ୟ ୨୦୨୧ରେ ୬୭୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୁଲ୍ୟ ପ୍ରାୟ ୧,୩୦୦ ଡଲାର ଅଟେ । [୬]

ଆଧାର ସମ୍ପାଦନା

  1. "Ceftolozane / tazobactam (Zerbaxa) Use During Pregnancy". Drugs.com. 14 June 2019. Archived from the original on 25 November 2020. Retrieved 14 May 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Zerbaxa EPAR". European Medicines Agency (EMA). Archived from the original on 6 May 2020. Retrieved 14 May 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ ୩.୨ "Zerbaxa- ceftolozane and tazobactam injection, powder, lyophilized, for solution". DailyMed. 3 June 2019. Archived from the original on 10 May 2020. Retrieved 14 May 2020.
  4. "Ceftolozane/Tazobactam Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 2 January 2022.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 561. ISBN 978-0857114105.
  6. "Zerbaxa Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 April 2021. Retrieved 2 January 2022.