ସେଫ୍ଟାରୋଲିନ ଫୋସାମିଲ

ଏକ ଔଷଧ ଯାହା ଚର୍ମ ଓ କୋମଳ ତନ୍ତୁ ସଂକ୍ରମଣ ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।

ସେଫ୍ଟାରୋଲିନ ଫୋସାମିଲ, ବିକ୍ରୟ ନାମ ଟେଫଲାରୋ ଏବଂ ଜିନ୍ଫୋରୋ, ଏକ ଔଷଧ ଯାହା ଚର୍ମ ଓ କୋମଳ ତନ୍ତୁମାନଙ୍କର ସଂକ୍ରମଣ ଏବଂ ନିମୋନିଆର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୨] [୧] ମେଥିଇସିଲିନ୍-ପ୍ରତିରୋଧୀ <i id="mwGA">ଷ୍ଟାଫିଲୋକୋକସ୍ ଅରିଅସ୍</i> (MRSA) ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । [୧] [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରରେ ଦିଆଯାଏ । [୪]

ସେଫ୍ଟାରୋଲିନ ଫୋସାମିଲ
Space-filling model of the ceftaroline fosamil molecule as a zwitterion
Clinical data
Pronunciation/sɛfˈtærln/
Trade namesTeflaro, Zinforo
SynonymsCeftaroline, PPI 0903, TAK-599
AHFS/Drugs.commonograph
MedlinePlusa611014
data
Pregnancy
category
Routes of
administration
Intravenous
Legal status
Legal status
Pharmacokinetic data
Protein binding20%
Elimination half-life2.5 hours
ExcretionUrine (88%), faeces (6%)
Identifiers
  • (6R,7R)-7-[(2Z)-2-ethoxyimino-2-[5-(phosphonoamino)-1,2,4-thiadiazol-3-yl]acetyl]amino]-3-[4-(1-methylpyridin-1-ium-4-yl)-1,3-thiazol-2-yl]sulfanyl]-8-oxo-5-thia-1-azabicyclo[4.2.0]oct-2-ene-2-carboxylate
Chemical and physical data
FormulaC22H21N8O8PS4
Molar mass୬୮୪.୬୭ g·mol−1
3D model (JSmol)
  • O=C4N3/C(=C(/Sc2nc(c1cc[n+](cc1)C)cs2)CS[C@@H]3[C@@H]4NC(=O)C(=N\OCC)/c5nc(sn5)NP(=O)(O)O)C([O-])=O
  • InChI=1S/C22H21N8O8PS4/c1-3-38-26-13(16-25-21(43-28-16)27-39(35,36)37)17(31)24-14-18(32)30-15(20(33)34)12(9-40-19(14)30)42-22-23-11(8-41-22)10-4-6-29(2)7-5-10/h4-8,14,19H,3,9H2,1-2H3,(H4-,24,25,27,28,31,33,34,35,36,37)/b26-13-/t14-,19-/m1/s1 ☒N
  • Key:ZCCUWMICIWSJIX-NQJJCJBVSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ବାନ୍ତି, ରାଶ, ଜ୍ୱର ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, କ୍ଲୋଷ୍ଟ୍ରିଡିଏଡସ୍ ଡିଫାଇସିଲ୍ ସଂକ୍ରମଣ ଏବଂ ଲୋହିଯ ରକ୍ତ କଣିକା ଭାଙ୍ଗିପାରେ । [୨] ଗର୍ଭଧାରଣରେ କୌଣସି କ୍ଷତି ହେବାର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ । [୫] ଏହା ଏକ ସେଫାଲୋସ୍ପୋରିନ୍ ଏବଂ ଜୀବାଣୁ କୋଷର କାନ୍ଥକୁ ଭାଙ୍ଗିଦେଇ କାର୍ଯ୍ୟକ୍ଷମ ହୁଏ । [୨] [୧]

୨୦୧୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୨ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେଫ୍ଟାରୋଲିନ୍ ଅନୁମୋଦିତ ହୋଇଥିଲା। [୩] [୧] ଏହାକୁ 2019ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତାଲିକାରୁ ବାହାର କରାଯାଇଥିଲା। [୬] ଯୁକ୍ତରାଜ୍ୟରେ ୫ ଦିନର ଚିକିତ୍ସା ପାଇଁ ୨୦୨୧ରେ ପ୍ରାୟ ୩୭୫ ପାଉଣ୍ଡ ଖର୍ଚ୍ଚ ହୁଏ । [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୨୦୦ ଡଲାର । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Zinforo EPAR". European Medicines Agency (EMA). Archived from the original on 12 July 2019. Retrieved 1 March 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Teflaro- ceftaroline fosamil powder, for solution". DailyMed. 24 September 2019. Archived from the original on 18 January 2021. Retrieved 1 March 2020.
  3. ୩.୦ ୩.୧ "Ceftaroline Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 1 January 2022.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 562. ISBN 978-0857114105.
  5. "Ceftaroline (Teflaro) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 2 January 2022.
  6. World Health Organization (2019). Executive summary: the selection and use of essential medicines 2019: report of the 22nd WHO Expert Committee on the selection and use of essential medicines. Geneva: World Health Organization. hdl:10665/325773. WHO/MVP/EMP/IAU/2019.05. License: CC BY-NC-SA 3.0 IGO.
  7. "Teflaro Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 November 2020. Retrieved 2 January 2022.