ସେଫିଡେରୋକଲ
ସେଫିଡେରୋକଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଫେଟ୍ରୋଜା, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଜଟିଳ ମୂତ୍ରନଳୀ ସଂକ୍ରମଣ ଏବଂ ଡାକ୍ତରଖାନାରେ ଗୃହିତ ନିମୋନିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ସୁଡୋମୋନାସ୍ ଏରୁଜିନୋସା ସହିତ ଅନ୍ୟାନ୍ୟ ସଂକ୍ରମଣର ଚିକିତ୍ସା କାମ ନକରିବାବେଳେ ଏହା ବ୍ୟବହୃତ ହୁଏ | [୩] [୨] ଏହା ଏକ ଶିରାରେ ଇଞ୍ଜେକ୍ସନ ଦେଇ ଦିଆଯାଏ | [୨]
Clinical data | |
---|---|
Trade names | Fetroja, Fetcroja |
Synonyms | Cephiderocol, RSC-649266 |
AHFS/Drugs.com | monograph |
MedlinePlus | a620008 |
data |
|
Routes of administration | Intravenous infusion |
Legal status | |
Legal status |
|
Pharmacokinetic data | |
Protein binding | 56–58%[୧] |
Elimination half-life | 2.8 hours |
Excretion | Mainly kidney (60–70% unchanged) |
Identifiers | |
| |
Chemical and physical data | |
Formula | C30H34ClN7O10S2 |
Molar mass | ୭୫୨.୨୧ g·mol−1 |
3D model (JSmol) | |
| |
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ରାସ, କ୍ୟାଣ୍ଡିଡିଆସିସ୍, ଯକୃତ ସମସ୍ୟା ଏବଂ କମ୍ ପୋଟାସିୟମ୍ ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ଏବଂ ବାତ ହୋଇପାରେ। [୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୨] ଏହା ସେଫାଲୋସ୍ପୋରିନ୍ ପରିବାରର ଏକ ଔଷଧର । [୨]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୦ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେଫିଡେରୋକଲ ଅନୁମୋଦିତ ହୋଇଥିଲା। [୨] [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି । [୪] ଯୁକ୍ତରାଜ୍ୟରେ ୫ ମାତ୍ରାର ମୂଲ୍ୟ ପ୍ରାୟ ୧,୩୦୦ ପାଉଣ୍ଡ । [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ମୂଲ୍ୟ ପ୍ରାୟ ୨,୦୦୦ ଡଲାର । [୬]
ଆଧାର
ସମ୍ପାଦନା- ↑ Katsube, T.; Echols, R.; Arjona Ferreira, J. C.; et al. (2017). "Cefiderocol, a Siderophore Cephalosporin for Gram‐Negative Bacterial Infections: Pharmacokinetics and Safety in Subjects With Renal Impairment". Journal of Clinical Pharmacology. 57 (5): 584–591. doi:10.1002/jcph.841. PMC 5412848. PMID 27874971.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Fetroja- cefiderocol sulfate tosylate injection, powder, for solution". DailyMed. 19 November 2019. Archived from the original on 1 February 2021. Retrieved 29 April 2020.
- ↑ ୩.୦ ୩.୧ "Fetcroja EPAR". European Medicines Agency (EMA). 24 February 2020. Archived from the original on 17 September 2020. Retrieved 29 April 2020.
- ↑ World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 562. ISBN 978-0857114105.
- ↑ "Fetroja Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 30 December 2021.