ସେନ୍ଧୱା
ସେନ୍ଧୱା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ବର୍ୱନି ଜିଲ୍ଲାରେ ଅବସ୍ଥିତ ।
Sendhwa
सेंधवा Sendhawa | |
---|---|
Country | India |
State | Madhya Pradesh |
District | Barwani |
Government | |
• Body | nagar palika (municipality) |
Area | |
• ସମୁଦାୟ | 18 km2 (7 sq mi) |
Elevation | 409 m (1,342 ft) |
Population (2011)[୧] | |
• Total | ୫୬,୪୮୫ |
• Density | 3,100/km2 (8,100/sq mi) |
Languages | |
• Official | Hindi |
Time zone | UTC+5:30 (IST) |
PIN | 451666 |
Telephone code | 07281 |
ଯାନବାହାନ ପଞ୍ଚୀକରଣ | MP 46 |
Sex ratio | 926 per 1000 males ♂/♀ |
ଭୌଗଳିକ ଅବସ୍ଥିତି
ସମ୍ପାଦନାସେନ୍ଧୱା ୨୧.୬୮୫୯ ଉତ୍ତର ଅକ୍ଷାଂଶ ଓ ୭୫.୦୯୭୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେନ୍ଧୱା ସହରର ମୋଟ ଜନସଂଖ୍ୟା ୪୮୯୪୧ ଅଟେ ।[୩] ସେଥି ମଧ୍ୟରୁ ୫୧.୬୩% ଜଣ ପରୁଷ ହୋଇଥିବା ବେଳେ ୪୮.୩୭% ଜଣ ନାରୀ ଅଟନ୍ତି । ସେନ୍ଧୱାର ସାକ୍ଷରତା ହାର ୬୨.୫୩% ଅଟେ । ଏହା ଜାତୀୟ ହାରଠାରୁ ୨.୩୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୦୯% ପ୍ରତିଶତ ପୁରୁଷ ଓ ୨୬.୪୪% ନାରୀ ଅଟନ୍ତି । ୧୭.୨୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ସେନ୍ଧୱାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;Census-2011-handbook
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.