ସେଟୁକ୍ସିମାବ
ସେଟୁକ୍ସିମାବ, ଏକ ବେପାର ନାମ ଏରବିଟକ୍ସ, ଏକ ଔଷଧ ଯାହା କଲୋରେକ୍ଟାଲ୍ କର୍କଟ ଏବଂ ମୁଣ୍ଡ ଏବଂ ବେକ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଇଜିଏଫଆର (EGFR) ସକରାତ୍ମକ ଏବଂ ବିନା ଆରଏଏସ (RAS) ଜିନ୍ ମ୍ୟୁଟେସନ୍ ଥିବା ମେଟାଷ୍ଟାଟିକ୍ କୋଲୋନ୍ କର୍କଟ ପାଇଁ ଏହି ଔଷଧ ଦିଆଯାଏ । [୨] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]
Monoclonal antibody | |
---|---|
Type | Whole antibody |
Source | Chimeric (mouse/human) |
Target | EGF receptor |
Clinical data | |
Trade names | Erbitux |
AHFS/Drugs.com | monograph |
data | |
Pregnancy category | |
Routes of administration | Intravenous |
Legal status | |
Legal status | |
Pharmacokinetic data | |
Elimination half-life | 114 hrs |
Chemical and physical data | |
Formula | C6484H10042N1732O2023S36 |
Molar mass | ୧,୪୫,୭୮୧.୯୨ g·mol−1 |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାଶ, କମ୍ ମ୍ୟାଗ୍ନେସିୟମ୍, ପାଟି ପ୍ରଦାହ ଏବଂ ଯକୃତ ସମସ୍ୟା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ପ୍ରତିକ୍ରିୟା ହୋଇପାରେ । [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଏପିଡର୍ମାଲ୍ ବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) ନିରୋଧକ । [୧]
୨୦୦୪ରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସେଟୁକ୍ସିମାବ ଅନୁମୋଦିତ ହୋଇଥିଲା ।[୨] [୧] ଯୁକ୍ତରାଜ୍ୟରେ ୫୦୦ ମିଗ୍ରାର ଔଷଧର ମୂଲ୍ୟ ୮୯୦ ପାଉଣ୍ଡ । [୩]ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩,୬୦୦ ଡଲାର ଅଟେ । [୪]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ ୧.୪ "DailyMed - ERBITUX- cetuximab solution". dailymed.nlm.nih.gov. Archived from the original on 20 October 2021. Retrieved 3 January 2022.
- ↑ ୨.୦ ୨.୧ ୨.୨ ୨.୩ "Erbitux". Archived from the original on 14 May 2021. Retrieved 3 January 2022.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 913. ISBN 978-0857114105.
- ↑ "Erbitux Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 4 February 2021. Retrieved 3 January 2022.