ସେଓହାରା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।

Seohara
city
Country India
StateUttar Pradesh
DistrictBijnor
Elevation
211 m (692 ft)
Population
 (2001)
 • Total୪୩,୯୮୫
Languages
 • OfficialHindi
Time zoneUTC+5:30 (IST)
PIN
246746
Telephone code01344
ଯାନବାହାନ ପଞ୍ଚୀକରଣUP 20
Websitewww.seohara.com



ଭୌଗଳିକ ଅବସ୍ଥିତି

ସମ୍ପାଦନା

ସେଓହାରା ୨୯.୨୦୮୮ ଉତ୍ତର ଅକ୍ଷାଂଶ ଓ ୭୮.୫୮୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେଓହାରା ସହରର ମୋଟ ଜନସଂଖ୍ୟା ୪୩୯୮୫ ଅଟେ ।[] ସେଥି ମଧ୍ୟରୁ ୫୨.୫୫% ଜଣ ପରୁଷ ହୋଇଥିବା ବେଳେ ୪୭.୪୫% ଜଣ ନାରୀ ଅଟନ୍ତି । ସେଓହାରାର ସାକ୍ଷରତା ହାର ୪୮.୪୯% ଅଟେ । ଏହା ଜାତୀୟ ହାରଠାରୁ ୧୬.୩୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୮.୫୩% ପ୍ରତିଶତ ପୁରୁଷ ଓ ୧୯.୯୭% ନାରୀ ଅଟନ୍ତି । ୧୬.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ସେଓହାରାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା