ସୂଚନା ଡିଜାଇନ
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (September 2009) |
ସୂଚନା ଡିଜାଇନ ଉପଲବ୍ଧ ସୂଚନା ସମୂହକୁ ସକ୍ରିୟ ଓ ଉପଯୋଗୀ ଭାବରେ ଉପସ୍ଥାପନ କରିବାର ଏକ ପ୍ରଣାଳୀ । ଏହା ସୂଚନାକୁ ସାଧାରଣ ଲୋକ ଭଲ ଭାବରେ ଜାଣିବା ଓ ବୁଝିପାରିବାରେ ସାହାଯ୍ୟ କରିଥାଏ । ଏହା ତଥ୍ୟକୁ ପ୍ରଦର୍ଶନ କରିବା ପାଇଁ ଥିବା ଗ୍ରାପ୍ଗିକ ଦିଶୟନ ପରି ଆକର୍ଷକ ଓ କଳାତ୍ମକ ନ ହେଇ ମଧ୍ୟ ସରଲା ଓ ସାବଲୀଳ ଭାବରେ ସୂଚନାକୁ ପ୍ରଦର୍ଶନ କରିଥାଏ । ଏହା " ତଥ୍ୟ ପ୍ରଦର୍ଶନ " ପଦ୍ଧତି ସହ ସମାଜସ୍ୟ ରଖିଥାଏ ଓ ତଥ୍ୟ ପ୍ରଦଶନ ବିଦ୍ୟାର ପାଠ୍ୟକ୍ରମର ଅଂଶବିଶେଷ ଭାବରେ ଏହା ଶିକ୍ଷା ଦିଅ ଯାଇଥାଏ । .[୧]
ସୂଚନା ଦିଜାଇନ ପ୍ରକୃତରେ ଏକ କୈଫିଯତ ଦେବାର ଶୈଳୀ । ଏହା ପୃଥିବୀର ବିଭିନ୍ନ ଘଟଣା ଓ ବିଷୟର କୈଫିଯତ ଦେଇଥାଏ , ଯାହାଦ୍ୱାରା ଜ୍ଞାନ ଓ କାର୍ଯ୍ୟରେ ସହାୟତା ହୁଏ । [୨]
ଇତିହାସ
ସମ୍ପାଦନା୧୦୭୦ ଦଶକରେ ବହୁମୂଖୀ ଶିକ୍ଷଣ ପଦ୍ଧତି ସମୂହ ହିସାବରେ ଏହି ସୂଚନା ଡିଜାଇନର ଉଦ୍ଭବ ହେଇଥିଲା । କିଛି ଗ୍ରାଫିକ ଡିଜାଇନର ଏହି ନାମ ଗ୍ରହଣ କରି Information Desaign Journalନାମକ ଏକ ପ୍ରକାଶନ ୧୯୭୯ରେ ବାହାର କରିଥିଲେ । ପରେ ସୂଚନା ଡିଜାଇନ ଉପରେ ଅନ୍ତର୍ଜାତିକ ସୂଚନା ଡିଜାଇନ ପ୍ରତିଷ୍ଠାନ (IIID) ୧୯୮୭ରେ ପ୍ରତିଷ୍ଠିତ ହେଇଥିଲା । ଏହା ସହ Information Desaig Association ମଧ୍ୟ ୧୯୯୧.[୩]ରେ ପ୍ରତିଷ୍ଠିତ ହେଲା । ତତ୍ ପୂର୍ବରୁ ଏଡୱାର୍ଡ ଟୁଫଟେ "The Visual Display of Quantitative Information". ନାମକ ପୁସ୍ତକ ପ୍ରକାଶନ ୧୯୮୨ ମସିହାରେ କରିଥିଲେ । ଏହି ପରିପେକ୍ଷୀ ରେ " information graphics" ଶବ୍ଦର ବ୍ୟବହାର ଆରମ୍ଭ ହେଇଥିଲା ।
ପ୍ରାରମ୍ଭିକ ଉଦାହରଣ
ସମ୍ପାଦନା- ୱିଲିୟମ ପ୍ଲାୟଫାୟରଙ୍କ ମେପରେ ଇଂଲଣ୍ଡର ବାଣିଜ୍ୟକୁ ଦର୍ଶାଉଥିବା ଚିତ୍ରସେ ଏଥିରେ ବାର , ଲାଇନ ଓ ଏରିୟା ଚାର୍ଟର ପ୍ରୟୋଗ କରିଥିଲେ [୪][୫]
- ୧୮୫୦ରେ ଲଣ୍ଡନରେ କୋଲେରା ବ୍ୟାଧିର ସଞ୍ଚରଣ ଦର୍ଶାଇବା ପାଇଁ ଜନ ସ୍ନୋ ଏକ ଗ୍ରାଫ କରିଥିଲେ[୬]
- ୧୮୬୧ରେ ନାପୋଲିଆନଙ୍କ ସେନାଙ୍କ ଅଗ୍ରଣୀ ଦେଖାଇବାକୁ ଚାର୍ଲସ ମିନାର୍ଡ ଏକ ଗ୍ରାଫ ଡିଜାଇନ କରିଥିଲେ[୭]
- ୧୯୩୦ରେ ଭାଷା ସମୂହ ଦେଖେଇବାକୁ ଓଟୋ ନେଉରଥ ଏକ ଗ୍ରାଫିକାଲ ଡିଜାଇନ କରିଥିଲେ [୮]
- Florence Nightingale's information graphic depicting army mortality rates[୯]
- Florence Nightingale's ସେନାବାହିନୀରେ ସୈନ୍ୟ ମୃତ୍ୟୁ ହାରକୁ ନେଇ ଫ୍ଲୋରେନ୍ସ ନାଇଟିଙ୍ଗଲ ଏକ ଡିଜାଇନ କରିଥିଲେ [୧୦]
ପ୍ରଯୁକ୍ତି ସମୂହ
ସମ୍ପାଦନାସାବଲୀଳତା
ସମ୍ପାଦନାସୂଚନା ଡିଜାଇନରେ ସରଳତା ଅବଲମ୍ବନ ଏକ ମୁଖ୍ୟ ଆଭିମୁଖ୍ଯ । ଏହି ପଦ୍ଧତିରେ ସୂଚନାର ପରିମାଣ ଗତ ନ୍ୟୁନତା ଘଟିଥିଲେ ମଧ୍ୟ ତାହା ସରଳୀକରଣ ଯୋଗୁଁ ଟହୁ ବୁଝିବା ସାଧାରଣ ଲୋକଙ୍କ ପାଇଁ ସୁବିଧା ହେଇଥାଏ ।
ପୁନଶ୍ଚ ଦେଖଣା
ସମ୍ପାଦନା- Cartography
- Chief Experience Officer (CXO)
- Content management
- Data Visualization
- Epidemiology
- Information architecture
- Knowledge visualization
- New Epoch Notation Painting
- Plain language
- Signage
- Statistics
- Technical communication
- Technical illustration
- Typography
- Visual literacy
- Wayshowing/Wayfinding
- Web indexing
ଆଧାର
ସମ୍ପାଦନା- ↑ http://www.design.ccsu.edu/
- ↑ Per Mollerup, Data Design: Visualising quantities, locations, connections, Bloomsbury Academic, 2015
- ↑ "The Origins of the Information Design Association" (PDF). University of Reading. 2008. Archived from the original (PDF) on 2016-03-03. Retrieved 2013-01-30.
- ↑ "First Ever Area Charts Created 200+ Years Ago". AnyChart. Retrieved 25 December 2015.
- ↑ Tufte, Edward (1983). The Visual Display of Quantitative Information. Cheshire, Connecticut: Graphics Press. ISBN 0961392142.
- ↑ Crosier, Scott. "John Snow: The London Cholera Epidemic of 1854". University of California, Santa Barbara. Archived from the original on 2017-12-11. Retrieved 2016-11-09.
- ↑ Corbett, John. "Charles Joseph Minard: Mapping Napoleon's March, 1861". Center for Spatially Integrated Social Science. Retrieved 21 September 2014.
- ↑ Popova, Maria. "The Invention of ISOTYPE: How a Vintage Visual Language Paved the Way for the Infographics Age". Brain Pickings. Retrieved 25 December 2015.
- ↑ Small, Hugh. "Florence Nightingale's statistical diagrams".
- ↑ Edward Tufte-Presentation-August 2013
ବାହାର ଲିଙ୍କ
ସମ୍ପାଦନା- InformationDesign.org
- International Institute for Information Design
- Communication Research Institute: Information Design for the Information Age[permanent dead link]
- Information Design Journal Archived 2006-02-16 at the Wayback Machine.
- UK Information Design Association
- Society for Technical Communication Information Design – Information Architecture (ID–IA) Special Interest Group (SIG) Archived 2007-09-28 at the Wayback Machine.
- Visualizing Information for Advocacy: An Introduction to Information Design Booklet on information design for non-profit and non-governmental organizations.
-
{{cite web}}
: Empty citation (help) -
{{cite web}}
: Empty citation (help)