ସୁହାନି ଧାଙ୍କି

ଭାରତୀୟ ଅଭିନେତ୍ରୀ


ସୁହାନି ଧାଙ୍କି ଜଣେ ଭାରତୀୟ ନୃତ୍ୟଶିଳ୍ପୀ ଏବଂ ଦୂରଦର୍ଶନ ଅଭିନେତ୍ରୀ ।[] ଷ୍ଟାର୍ ପ୍ଲସରେ ପ୍ରସାରିତ ପୌରାଣିକ ଧାରାବାହିକ ମହାଭାରତରେ ସେ ମାଦ୍ରୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ସେ ସ୍ୱସ୍ତିକ୍ ପ୍ରଡକ୍ସନ୍ସରଦ୍ୱାରା ନିର୍ମିତ ଦୂରଦର୍ଶନ ଧାରାବାହିକ ପୋରସରେ ଏକ ଡକାୟତ ଦଳର ରାଜକୁମାରୀ ଲାଚି ଭୂମିକାରେ ଅଭିନୟ କରିଥିଲେ ।[][]

ସେ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ, ଯିଏକି ସନ୍ଧ୍ୟା ପୁରଚାଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[][]

୨୦୧୭ ମସିହାରେ ସେ ପ୍ରଥମେଷ ମୋଡିଙ୍କୁ ବିବାହ କରିଥିଲେ ।[]

ଦୂରଦର୍ଶନ ଧାରାବାହିକ

ସମ୍ପାଦନା
ବର୍ଷ କାର୍ଯ୍ୟକ୍ରମ ଭୂମିକା ଆଧାର
୨୦୧୩–୧୪ ମହାଭାରତ ମାଦ୍ରୀ []
୨୦୧୫–୧୬ ଅଧୁରି କାହାନୀ ହମାରୀ ମାୟା []
୨୦୧୭ ପିୟା ଆଲବେଲା ଚାନ୍ଦିନୀ []
୨୦୧୭–୧୮ ପୋରସ ଲାଚି [୧୦]
୨୦୨୨ କଟପୁତଲି ରୋଶିନୀ ବେନିୱାଲ

ପୁରସ୍କାର

ସମ୍ପାଦନା
ବର୍ଷ ପୁରସ୍କାର ବର୍ଗ କାର୍ଯ୍ୟକ୍ରମ ଫଳାଫେ
୨୦୧୮ ୯ମ ନ୍ୟୁଜ୍‌ମେକର୍ସ ଆଚିଭର୍ସ୍ ଆୱାର୍ଡ଼ ଶ୍ରେଷ୍ଠ ଦୂରଦର୍ଶନ ଅଭିନେତ୍ରୀ ପୋରସ ବିଜେତା[୧୧]
  1. "Suhani Dhanki strikes a fine balance between acting and dance". toi. Retrieved Sep 3, 2018.
  2. "Porus has helped me evolve as an actress: Suhani Dhanki". IWMBuzz (in ଆମେରିକୀୟ ଇଂରାଜୀ). 2018-05-03. Retrieved 2018-09-05.
  3. "Porus Cast - Know the Real Names & Background of the Characters!". National Views (in ବ୍ରିଟିଶ୍‌ ଇଂରାଜୀ). 2017-11-24. Archived from the original on 2018-10-15. Retrieved 2018-09-05.
  4. "Suhani Dhanki strikes a fine balance between acting and dance". The Times of India (in ଇଂରାଜୀ). Retrieved 2021-02-10.
  5. "This is how Porus actress Suhani Dhanki de-stresses herself". India Today (in ଇଂରାଜୀ). April 26, 2018. Retrieved 2021-02-10.
  6. "Serial Porus's actress Suhani Dhanki ties the knot with Prathamesh Modi". Archived from the original on 2019-03-27. Retrieved 2023-07-02.
  7. Dhanki, Suhani. "Mahabharat fame Suhani Dhanki joins Laksh and Mahima as lead in &TV's Hawa Hawai". tellychakkar.
  8. Dhanki, Suhani. "'Adhuri Kahaani Hamari' to get 'Bajirao Mastani' touch". indianexpress.
  9. Dhanki, Suhani. "Suhani Dhanki enters Piyaa Albela". glamgold. Archived from the original on 2019-03-27. Retrieved 2023-07-02.
  10. Dhanki, Suhani. "Meet the 'final' Female Lead of Sony TV's 'Porus'". abplive.
  11. "The Winners of 9th Newsmakers Achievers' Award".

ବାହାର ଲିଙ୍କ୍

ସମ୍ପାଦନା