ସୁଷମା ସ୍ୱରାଜ

ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ

ସୁଷମା ସ୍ୱରାଜ (pronunciation ) (୧୪ ଫେବୃଆରୀ ୧୯୫୨ – ୬ ଅଗଷ୍ଟ ୨୦୧୯) ଜଣେ ଭାରତୀୟ ରାଜନେତ୍ରୀ, ପୂର୍ବୋକ୍ତ ସୁପ୍ରିମକୋର୍ଟ ଓକିଲ ଥିଲେ । ସେ ୨୬ ମଇ ୨୦୧୪ରୁ ୩୦ ମଇ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ସ୍ୱରାଜ ଦ୍ୱିତୀୟ ମହିଳା ଭାବେ ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଥିଲେ । ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତ୍ରୀ । ସେ ୭ ଥର ସଂସଦ ରସବ୍ୟ ହିସାବରେ ଏବଂ ତିନି ଥର ଆଇନ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଥିଲେ । ସେ ୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର କନିଷ୍ଠତମ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦେଇଥିଲେ । ଅଳ୍ପ କାଳ ପାଇଁ ସେ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ମଧ୍ୟ ଥିଲେ । ୨୦୧୪ ମସିହାରେ ସେ ଭାରତୀୟ ଜାତୀୟ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶର ବିଦିଶା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ୬ ଅଗଷ୍ଟ ୨୦୧୯ରେ

ସୁଷମା ସ୍ୱରାଜ
୨୦୧୭ ମସିହାରେ ସ୍ୱରାଜ
ବିଦେଶ ମନ୍ତ୍ରଣାଳୟ
କାର୍ଯ୍ୟକାଳ
26 May 2014 – 30 May 2019
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦି
ପୂର୍ବ ଅଧିକାରୀସଲମାନ ଖୁର୍ସିଦ
ପର ଅଧିକାରୀସୁବ୍ରମଣ୍ୟମ ଜୟଶଙ୍କର
Minister of Overseas Indian Affairs
କାର୍ଯ୍ୟକାଳ
26 May 2014 – 7 January 2016
ପ୍ରଧାନ ମନ୍ତ୍ରୀNarendra Modi
ପୂର୍ବ ଅଧିକାରୀVayalar Ravi
ପର ଅଧିକାରୀPosition abolished
ଲୋକ ସଭା ବିରୋଧୀ ଦଳ ନେତା
କାର୍ଯ୍ୟକାଳ
21 December 2009 – 26 May 2014
ପୂର୍ବ ଅଧିକାରୀଲାଲକୃଷ୍ଣ ଆଡ଼ଭାନୀ
ପର ଅଧିକାରୀVacant
Minister of Parliamentary Affairs
କାର୍ଯ୍ୟକାଳ
29 January 2003 – 22 May 2004
ପ୍ରଧାନ ମନ୍ତ୍ରୀAtal Bihari Vajpayee
ପୂର୍ବ ଅଧିକାରୀPramod Mahajan
ପର ଅଧିକାରୀGhulam Nabi Azad
Minister of Health and Family Welfare
କାର୍ଯ୍ୟକାଳ
29 January 2003 – 22 May 2004
ପ୍ରଧାନ ମନ୍ତ୍ରୀAtal Bihari Vajpayee
ପୂର୍ବ ଅଧିକାରୀC. P. Thakur
ପର ଅଧିକାରୀAnbumani Ramadoss
Minister of Information and Broadcasting
କାର୍ଯ୍ୟକାଳ
30 September 2000 – 29 January 2003
ପ୍ରଧାନ ମନ୍ତ୍ରୀAtal Bihari Vajpayee
ପୂର୍ବ ଅଧିକାରୀArun Jaitley
ପର ଅଧିକାରୀRavi Shankar Prasad
5th Chief Minister of Delhi
କାର୍ଯ୍ୟକାଳ
13 October 1998 – 3 December 1998
ଉପ ରାଜ୍ୟପାଳVijai Kapoor
ପୂର୍ବ ଅଧିକାରୀSahib Singh Verma
ପର ଅଧିକାରୀSheila Dikshit
Member of Parliament, Lok Sabha
କାର୍ଯ୍ୟକାଳ
13 May 2009 – 24 May 2019
ପୂର୍ବ ଅଧିକାରୀRampal Singh
ପର ଅଧିକାରୀRamakant Bhargava
ନିର୍ବାଚନ ମଣ୍ଡଳୀVidisha
କାର୍ଯ୍ୟକାଳ
7 May 1996 – 3 October 1999
ପୂର୍ବ ଅଧିକାରୀMadan Lal Khurana
ପର ଅଧିକାରୀVijay Kumar Malhotra
ନିର୍ବାଚନ ମଣ୍ଡଳୀSouth Delhi
ବ୍ୟକ୍ତିଗତ ସବିଶେଷ
ଜନ୍ମ
Sushma Sharma

(1952-02-14)୧୪ ଫେବୃଆରୀ ୧୯୫୨


[]
Ambala Cantonment, Punjab, India
(now in Haryana, India)
ମୃତ୍ୟୁ୬ ଅଗଷ୍ଟ ୨୦୧୯(2019-08-06) (ବୟସ ୬୭)[]
New Delhi, Delhi, India
ରାଜନୀତିକ ଦଳଭାରତୀୟ ଜନତା ଦଳ
ଜୀବନ ସାଥୀ
(m. ୧୯୭୫⁠–⁠ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ1
ଶିକ୍ଷାନୁଷ୍ଠାନSanatan Dharma College
Panjab University
ପେଷା

ବାଲ୍ୟ ଜୀବନ

ସମ୍ପାଦନା

୧୯୫୨ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ(ସୁଷମା ଶର୍ମା)ହରିୟାଣାସ୍ଥିତ ଅମ୍ବାଲା କାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋରସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଦା ଥିଲେ। ସେ ଅମ୍ବାଲାସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତିକବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।

୨୦୧୯ ମସିହା ଅଗଷ୍ଟ ୬ ତାରିଖ ସନ୍ଧ୍ୟାରେ ସ୍ୱରାଜ ହୃଦଘାତରେ ପିଡ଼ୀତା ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଓ ପରେ ସେଠାରେ ମୃତ୍ୟୁବରଣ କରିଥିଲେ । [][]

  1. "Lok Sabha Members Bioprofile Sushma Swaraj". Lok Sabha. Retrieved 7 August 2019.
  2. "Former External Affairs Minister Sushma Swaraj passes away". The Economic Times. 6 August 2019. Retrieved 6 August 2019.
  3. "Sushma Swaraj, Former Foreign Minister and BJP Stalwart, Passes Away at 67 from cardiac arrest.| LIVE". News18. 6 August 2019. Retrieved 6 August 2019.
  4. "Sushma Swaraj passes away at 67". India Today (in ଇଂରାଜୀ). 6 August 2019. Retrieved 6 August 2019.