ସୁରେଖା , ଭିଡିଓ ଚିତ୍ରକଳାକାର
ସୁରେଖା, ଭାରତୀୟତା ଓ ଭାରତୀୟ ନାରୀତ୍ୱ[୧] ଉପରେ ପର୍ଯ୍ୟବସିତ ଭିଡିଓ ଆର୍ଟ ଉପରେ ଜଣେ ପରିଚିତ ସମସାମୟିକ କଳାକାର । ସେ ବାଙ୍ଗାଲୋରଠାରେ ଜନ୍ମ ଗ୍ରହଣ କରିଥିଲେ ।କେନ ସ୍କୁଲ ଓଫ ଆର୍ଟ ରେ ତାଲିମ ନେବା ପରେ ସେ କଲିକତାର ଶାନ୍ତିନିକେତନ ଠାରେ ଥିବା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ର କଳା ବିଭାଗରେ ମଧ୍ୟ ତାଲିମ ନେଇଥିଲେ ।
୧୯୯୬ ମସିହାରୁ ପେଶଗତ ଭାବରେ ଏହି ଆର୍ଟରେ ରହିଥିବା ସୁରେଖାଙ୍କ ଅନେକ ଭିଡିଓ ଅଙ୍କନ ଭାରତ ତଥା ବିଦେଶରେ ଅନେକ ଗ୍ୟାଲେରିରେ ପ୍ରଦର୍ଶନ ହୋଇ ଆସୁଛି ।[୨] ସେ ବାସ୍ତବିକ ଉପସ୍ଥାନ ସହ ଭିଡିଓକୁ ମିକ୍ସ କରିବା ପଦ୍ଦତି ଗ୍ରହଣ କରି ସୁନ୍ଦର ଅନ୍ତର୍ନିହିତ ଅନୁଭୂତି[୩]ର ଉପସ୍ଥାପନା କରିଥାନ୍ତି । ସେ ଭିଡିଓ ସହ ଫଟୋ ଓ ଜୀବନ୍ତ ଅଭିନୟ ପ୍ରଦର୍ଶନକୁ ମିକ୍ସ ପ୍ରଦ୍ଦତିଦ୍ୱାରା ଚମତ୍କାର ଇଫେକ୍ଟ ସ୍ତୃଷ୍ଟି କରି ଭିଡିଓ ଚିତ୍ର ନିର୍ମାଣ କରିଥାନ୍ତି ।ତାଙ୍କର କଳା କୃତି ବିଦେଶରେ ମଧ୍ୟ ବହୁଳ ପ୍ରଶଂସିତ ହେଇ ଅନେକ ପୁରସ୍କାର ଲାଭ କରିଛି ।
କଳା ଉପସ୍ଥାପନା ସମୂହ ଓ କର୍ମଶାଳା
ସମ୍ପାଦନା- ୧୯୯୩-୨୦୦୭ ମାଲଲ୍ୟା ଅଦିତି ଅନ୍ତର୍ଜାତିକ ସ୍କୁଲ , ସୃଷ୍ଟି ସ୍କୁଲ ଅଫ ଆର୍ଟ ଆଣ୍ଡ ଡିଜାଇନ , କେଁ ସ୍କୁଲ ଅଫ ଆର୍ଟ , ଚିତ୍ରକଳା ପରଷଦ , ବାଙ୍ଗାଲୋର , CVCA,ମହିଶୂର
- ୨୦୦୫- ମାଲମୋ ଆର୍ଟ ଏକାଡେମି , ଲୁଣ୍ଡ ସ୍କୁଲ ଅଫ ଆର୍ଟ , ବୋରୋସ ଟେକ୍ସଟାଇଲ ସ୍କୁଲ , ସ୍ୱିଡେନ
- ୨୦୦୩- ଭୋଲଣ୍ଡ ଆର୍ଟ ଏକାଡେମି ,ସ୍ୱିଡେନ
- ୨୦୦୮- CAVA , ମହିଶୂର/କଳାଭବନ, ଶାନ୍ତିନିକେତନ , MSU, ବରୋଦା
- ୨୦୧୦ SN ସ୍କୁଲ , ହାଇଦରାବାଦ
- ୨୦୦୬ ଭିଡିଓ ଆର୍ଟ ଫୋରମ , ଭାରତ ଓ ଲଣ୍ଡନ
ଆଧାର
ସମ୍ପାଦନା- ↑ "Crisis puts chill in Asian art". AsiaOne News. November 7, 2008. Archived from the original on 2010-06-11. Retrieved 2009-07-25.
- ↑ "Brave wave". Livemint.com - Wall Street Journal. Retrieved 2009-07-25.
- ↑ "Evoking inherent experiences". The Hindu. September 20, 2004. Archived from the original on 2004-11-12. Retrieved 2009-07-25.
ବାହାର ଲିଙ୍କ
ସମ୍ପାଦନା- Goethe-Institut project
- Speaking camera - Review of Surekha's show Archived 2004-11-25 at the Wayback Machine.
- http://www.surekha.info Archived 2019-12-03 at the Wayback Machine.