[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Suratgarh
सूरतगढ़
City
Country India
StateRajasthan
DistrictSriganganagar
Founded byMaharaja Surat Singh (Ruler of Bikaner)
Elevation
168 m (551 ft)
Population
 (2011)
 • Total୬୧,୬୩୯
Languages
Time zoneUTC+5:30 (IST)
PIN
335804
Telephone code01509
ଯାନବାହାନ ପଞ୍ଚୀକରଣRJ 13


ସୁରାଟଗଡ଼ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଗଙ୍ଗ‌‌ନଗର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ସୁରାଟଗଡ଼ ୨୯.୩୨୨୭ ଉତ୍ତର ଅକ୍ଷାଂଶ ଓ ୭୩.୯୦୧୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁରାଟଗଡ଼ ସହରର ମୋଟ ଜନସଂଖ୍ୟା ୫୮୦୭୬ ଅଟେ ।[୨] ସେଥି ମଧ୍ୟରୁ ୫୩.୪୯% ଜଣ ପରୁଷ ହୋଇଥିବା ବେଳେ ୪୬.୫୧% ଜଣ ନାରୀ ଅଟନ୍ତି । ସୁରାଟଗଡ଼ର ସାକ୍ଷରତା ହାର ୬୨.୮୫% ଅଟେ । ଏହା ଜାତୀୟ ହାରଠାରୁ ୧.୯୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୬୧% ପ୍ରତିଶତ ପୁରୁଷ ଓ ୨୫.୨୩% ନାରୀ ଅଟନ୍ତି । ୧୫.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ହିନ୍ଦୀ ସୁରାଟଗଡ଼ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା