ସୁରଭି ଚୋକସି

ଭରତୀୟ ଅଭିନେତ୍ରୀ

ସୁରଭି ଚୋକସି ଜଣେ ଭାରତୀୟ ଅଭିନେତ୍ରୀ ଯିଏ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରବାହିକରେ ଅଭିନୟ କରନ୍ତି । କ୍ୟୁଁକି ସାସ୍ ଭି କଭି ବୋହୂ ଥି, କାହାନି ଘର୍ ଘର୍ କି, କସୌଟି ଜଙ୍ଗଦି କା ଭଳି ହିନ୍ଦୀ ଧାରାବାହିକରେ ତାଙ୍କ ଅଭିନୟ ପାଇଁ ସେ ଜଣାଶୁଣା ।ସେ ପ୍ରାୟ ୧୦ ବର୍ଷ ଧରି ଭାରତନାଟ୍ୟମ ନୃତ୍ୟରେ ପ୍ରଶିକ୍ଷଣ ନେଇଛନ୍ତି ।[୧]

ସୁରଭି ଚୋକସି
୨୦୨୩ରେ ସୁରଭି
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୪–ଏବେଯାଏଁ
ବୈବାହିକ-ସାଥୀ
ହର୍ସଲ ଚୋକସି
(m. ୨୦୦୭)

ବ୍ୟକ୍ତିଗତ ଜୀବନ ସମ୍ପାଦନା

୨୫ ନଭେମ୍ବର ୨୦୦୭ରେ ସେ ହର୍ସଲ ଚୋକସିଙ୍କୁ ବିବାହ କରିଥିଲେ ।[୨]

ଅଭିନୟ ଜୀବନ ସମ୍ପାଦନା

କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୮ ଧଡ଼କ ପ୍ରମିଳା ଭୌମିକ୍ [୩]

ଦୂରଦର୍ଶନ ସମ୍ପାଦନା

ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଆଧାର
୨୦୦୪–୨୦୦୬ କ୍ୟୁଁକି ସାସ୍ ଭି କଭି ବୋହୂ ଥି ମୀରା ସିଙ୍ଘାନିଆ [୪]
୨୦୦୫-୨୦୦୬ ଜସ୍ସି ଜୈସି କୋଇ ନେହିଁ ମେରା ଓବରାଇ
୨୦୦୭–୨୦୦୮ କାହାନି ଘର କି ରିଶିକା ରାଇ ଚୌଧୁରୀ
୨୦୦୭ କିଶୋର ବାହୁରାନିଆନ୍ କୁଞ୍ଜବାଳା
୨୦୦୯ ସିଆଇଡି ଦିବ୍ୟା ଶାରଦା/ନଳିନୀ ତ୍ରୟମ୍ବକ
୨୦୧୩–୨୦୧୪ ବଡ଼େ ଅଚ୍ଛେ ଲଗତେ ହେଁ ଜୁହି
୨୦୧୮–୨୦୨୦ କସୌଟି ଜଙ୍ଗଦି କା ମୋହିନୀ ବସୁ [୫]
୨୦୨୧–୨୦୨୩ ବଡ଼େ ଅଚ୍ଛେ ଲଗତେ ହେଁ ୨ ନନ୍ଦିନୀ ଗରେୱାଲ କପୁର [୬]
୨୦୨୩ ବେକାବୁ ରାଣୀ ପରି [୭]

ୱେବ୍ ସିରିଜ୍ | ସମ୍ପାଦନା

ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୯ ମେଡିକାଲ ୟୋର୍ସ୍ ମିସେସ୍ ବସୁ [୮]

ଆଧାର ସମ୍ପାଦନା

  1. "Shubhaavi Choksey on completing one year of Kasautii Zindagii Kay: I feel blessed". The Times of India (in ଇଂରାଜୀ).
  2. Patowari, Farzana. "Shubhaavi Choksey: My husband made me fall in love with coffee - Times of India". The Times of India (in ଇଂରାଜୀ). Retrieved 5 February 2022.
  3. "Shubhaavi Choksey: I want to play younger characters with fun elements". Hindustan Times (in ଇଂରାଜୀ). 30 January 2021. Retrieved 5 February 2022.
  4. "Shubhaavi Choksey: I have the capability and age to play more than just a mother onscreen". Hindustan Times (in ଇଂରାଜୀ). 30 January 2021. Retrieved 5 February 2022.
  5. "Shubhaavi Choksey can't relate to Kasautii Zindagii Kay character". Mid-day (in ଇଂରାଜୀ). July 2019.{{cite web}}: CS1 maint: url-status (link)
  6. "Shubhaavi Choksey joins cast of Ekta's 'Bade Acche Lagte Hain 2' - Times of India". The Times of India (in ଇଂରାଜୀ). Retrieved 5 February 2022.
  7. "Shubhaavi Choksey roped in the show Bekaboo -Telly Chakkar".
  8. "'Kasautii...' actress Shubhaavi Choksey to play Shantanu Maheshwari's mother in ALTBalaji's 'Medically Yours'!". ABP Live (in ଇଂରାଜୀ). 9 April 2019. Archived from the original on 21 October 2019.

ବାହାର ଲିଙ୍କ୍ ସମ୍ପାଦନା