ଶୋରାପୁର

(ସୁରପୁରାରୁ ଲେଉଟି ଆସିଛି)

ଶୋରାପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗୁଲ୍ବର୍ଗ ଜିଲ୍ଲାରେ ଅବସ୍ଥିତ ।

Shorapur
ଦେଶ India
ରାଜ୍ୟକର୍ଣ୍ଣାଟକ
ଜିଲ୍ଲାଗୁଲ୍ବର୍ଗ
Elevation
1,669[] m (Bad rounding hereFormatting error: invalid input when rounding ft)
Population
 (2001)[]
 • Total୪୩,୫୯୧
ଭାଷା
 • ସରକାରୀକନ୍ନଡ
Time zoneUTC+5:30 (IST)

ଭୌଗଳିକ ଅବସ୍ଥିତି

ସମ୍ପାଦନା

ଶୋରାପୁର ୧୬.୫୨୧୦ ଉତ୍ତର ଅକ୍ଷାଂଶ ଓ ୭୬.୭୫୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶୋରାପୁର ସହରର ମୋଟ ଜନସଂଖ୍ୟା ୪୩୫୯୧ ଅଟେ ।[] ସେଥି ମଧ୍ୟରୁ ୫୦.୭୭% ଜଣ ପରୁଷ ହୋଇଥିବା ବେଳେ ୪୯.୨୩% ଜଣ ନାରୀ ଅଟନ୍ତି । ଶୋରାପୁରର ସାକ୍ଷରତା ହାର ୫୫.୩୧% ଅଟେ । ଏହା ଜାତୀୟ ହାରଠାରୁ ୯.୫୩% ପ୍ରତିଶତ କମ ଅଟେ । ସେଥିରୁ ୩୨.୮୦% ପ୍ରତିଶତ ପୁରୁଷ ଓ ୨୨.୫୨% ନାରୀ ଅଟନ୍ତି । ୧୫.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

କନ୍ନଡ ଶୋରାପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା