ସୁନାମଣି ରାଉତ (ଜନ୍ମ: ୨ ଫେବୃଆରୀ ୧୯୫୮) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ କବିତା ପୁସ୍ତକ କିଚିରି ମିଚିରି ଚିଁ ନିମନ୍ତେ ୨୦୦୫ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସୁନାମଣି ରାଉତ
ଜନ୍ମ ଓ ଜନ୍ମସ୍ଥାନ (1958-02-02) ୨ ଫେବୃଆରୀ ୧୯୫୮ (ବୟସ ୬୬)
କୁରୁଜଙ୍ଗା, ପୋ: ଫକୀରାବାଦ, କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିକିଚିରି ମିଚିରି ଚିଁ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୫)
ସନ୍ତାନବାସୁଦେବ ରାଉତ

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ସୁନାମଣି ୧୯୫୮୧ ମସିହା ଫେବୃଆରୀ ମାସ ୨ ତାରିଖରେ କଟକ ଜିଲ୍ଲାର କୁରୁଜଙ୍ଗା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ସୁନାମଣି ଅଧ୍ୟାପନା ବୃତ୍ତିରୁ ଅବସରପ୍ରାପ୍ତ । ଓଡ଼ିଶାର ବିଭିନ୍ନ ଶିଶୁ ସାହିତ୍ୟ ପତ୍ରିକାରେ ତାଙ୍କ ଲେଖାମାନ ପ୍ରକାଶିତ । ଜାତୀୟ ପୁସ୍ତକ ନ୍ୟାସ ଆୟୋଜିତ ଶିଶୁ ସାହିତ୍ୟ କର୍ମଶାଳାରେ ଯୋଗଦାନ କରିବା ସହିତ ଉକ୍ତ ସଂସ୍ଥା ସହ ଅନୁବନ୍ଧିତ ହୋଇ କେତେକ ପୁସ୍ତକର ଅନୁବାଦ ମଧ୍ୟ କରିଛନ୍ତି । [][][]

ରଚନାବଳୀ

ସମ୍ପାଦନା

ଶିଶୁ ସାହିତ୍ୟ

ସମ୍ପାଦନା
  • କିଚିରି ମିଚିରି ଚିଁ
  • କକମୀନା
  • କୁନିମୁନି
  • ଫୁଲଚୁଇଁର ଗୀତ
  • ସୁନାସକାଳ
  • ହେବୁ ଜଗତଜିତା
  • ହସି ହସାଇବା ଆସ
  • ଏମିତି ଦୁନିଆ ଗଢ଼ିଛି କିଏ[]

ଅନୁବାଦ ଶିଶୁସାହିତ୍ୟ

  • ରେଳବାଇ ପିଲାମାନେ
  • ବଂଶୀର ସ୍ୱର
  • ଟମ୍ ଏବଂ ଦୁଷ୍ଟ କାଉ

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଶିଶୁ ସାହିତ୍ୟ ସମ୍ମେଳନ ତରଫରୁ ପୁରସ୍କୃତ
  • ପ୍ରଜାତନ୍ତ୍ର ବିଷୁବ ମିଳନରେ ପୁରସ୍କୃତ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୫ରେ କିଚିରି ମିଚିରି ଚିଁ ପାଇଁ
  1. http://odishasahityaakademi.org/English/sahitya-award10.php
  2. chrome-extension://efaidnbmnnnibpcajpcglclefindmkaj/https://www.nbtindia.gov.in/writereaddata/attachment/monday-march-05-20183-15-25-pmmay-2017.pdf
  3. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୩୨.
  4. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୮୩୩. ISBN 81-7400-331-2.
  5. chrome-extension://efaidnbmnnnibpcajpcglclefindmkaj/https://bodopedia.com/wp-content/uploads/2023/06/Press-release-Bal-Sahitya-Puraskar-2023.pdf