ସୁନାମ ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ସଙ୍ଗ୍ରୁର୍ ଜିଲ୍ଲାରେ ଅବସ୍ଥିତ ।

Sunam
Sunam Udham Singh Wala
city
ଦେଶ India
ରାଜ୍ୟPunjab
ଜିଲ୍ଲାSangrur
Elevation
231 m (758 ft)
Population
 (2001)
 • Total୫୧,୦୨୪
ଭାଷା
 • ସରକାରୀPunjabi
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣPB 44
Websitewww.sunamhelpline.com

ଭୌଗଳିକ ଅବସ୍ଥିତି

ସମ୍ପାଦନା

ସୁନାମ ୩୦.୧୨୯୭ ଉତ୍ତର ଅକ୍ଷାଂଶ ଓ ୭୫.୮୦୭୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁନାମ ସହରର ମୋଟ ଜନସଂଖ୍ୟା ୫୧୦୨୪ ଅଟେ ।[] ସେଥି ମଧ୍ୟରୁ ୫୩.୩୦% ଜଣ ପରୁଷ ହୋଇଥିବା ବେଳେ ୪୬.୭୦% ଜଣ ନାରୀ ଅଟନ୍ତି । ସୁନାମର ସାକ୍ଷରତା ହାର ୬୧.୭୫% ଅଟେ । ଏହା ଜାତୀୟ ହାରଠାରୁ ୩.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୫.୨୩% ପ୍ରତିଶତ ପୁରୁଷ ଓ ୨୬.୫୨% ନାରୀ ଅଟନ୍ତି । ୧୨.୬୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ପଞ୍ଜାବୀ ସୁନାମର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା