ସୁଚେତା କଡେଥାଙ୍କର
ସୁଚେତା କଡେଥାଙ୍କର (ମରାଠୀ: सुचेता कडेठाणकर) (ଜନ୍ମ ୩୧ , ଡିସେମ୍ବର , ୧୯୭୭ )j j1,000 miles (1,600 km) in Mongolia,ଜଣେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ( Information Technology) ବିଶେଷଗ୍ଣ୍ୟା । ସେ ମଙ୍ଗୋଲିଆ ଦେଶର ଥିବା ଏସିଯା ମହାଦେଶର ସର୍ବ-ବୃହତ ଗୋବୀ ମରୁଭୁମିରେ ୧୦୦୦ କିଲୋମିଟର ବ୍ୟାପୀ ଦୂରତାକୁ ପାଦରେ ଚାଲି ଯାଇ ରେକର୍ଡ କରିଥିଲେ । ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା । .[୧] ସୁଚେତା ଏହି ଅଭିଯାନରେ ବିଶ୍ୱର ବିଭିନ୍ନ ଦେଶର 13 ଜଣ ମହିଳାଙ୍କ ଦଳରେ ସାମିଲ ଥିଲେ । କେତେକ ସ୍ଥଳରେ ଓଟମାନଙ୍କ ସହାୟତା ମଧ୍ୟ ନିଆ ଯାଇଥିଲା । .[୨]
ଜୀବନୀ
ସମ୍ପାଦନାସୁଚେତା ପୁନେର ଫରଗୁସନ କଲେଜରୁ ଇତିହାସରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ ହେଇଥିଲେ । ସେ ପ୍ରଥମରୁ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ।.[୩] .[୪] ପରେ ସେ ସୂଚନା ପ୍ରଯୁକ୍ତି ବିଷୟରେ ଗବେଷଣା କରି ସେଥିରେ କାର୍ଯ୍ୟ କଲେ। ପର୍ବତ ଚଢିବା , ଟ୍ରେକିଙ୍ଗ , ସାଇକ୍ଲିଙ୍ଗ ଆଦି ତାଙ୍କର ସୌଖୀନ ଅବୟସ ଥିଲା ଓ ସେ ଏଭରେସ୍ଟ ପର୍ବତ ଆଞ୍ଚଲରେ ମଧ୍ୟ ଟ୍ରେକିଙ୍ଗକୁ ଯାଇଥିଲେ । ନିକଟସ୍ଥ ସିଙ୍ଘାଗଡ ଦୁର୍ଗରେ ମଧ୍ୟ ସେ ଟ୍ରେକିଙ୍ଗରେ ଯାଇଥିଲେ । [୫][୬]
ଗୋବୀ ମରୁଭୁମି ପଦଯାତ୍ରା
ସମ୍ପାଦନାତାଙ୍କର ଗୋବୀ ମରୁଭୁମି ଯାତ୍ରା ଅନୁଭୂତିକୁ ସେ " Gobi Crossing in 2011" ନାମକ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ଏହି ଯାତ୍ରା ଆଇଆର୍ଲାଣ୍ଡର ଏକ୍ସପ୍ଲୋର ଫାଉଣ୍ଡେସନ ନାମକ ଏକ ପ୍ରତିଷ୍ଠାନଦ୍ୱାରା କରାଯାଇଥିଲା । [୭] ଏହା ସମୁଦାୟ ୧୬୦୦ କିଲୋମିଟର ବ୍ୟାପୀ ଥିଲା ଓ ଏଥିରେ କାନଦାହାର ମଧ୍ୟ ଦେଇ ଯିବାର ଥିଲା । ଏହି କଠିନ ଯାତ୍ରାରେ ୭ ଜଣ ମହିଳା ସାମିଲ ଥିଲେ ମଧ୍ୟ ସୁଚେତାଙ୍କ ସମେତ ମାତ୍ର 3 ଜଣ ଯାତ୍ରା ସମାପ୍ତି ପର୍ଯ୍ୟନ୍ତ ରହିପାରିଥିଲେ । . ଆନ୍ତର୍ଜାତିକ ବନ୍ଧୁତା ତଥା ମଙ୍ଗୋଲିଆ ଶିଶୁ ମାନଙ୍କ ଶିକ୍ଷାର ବିକାଶକୁ ଉତଶାହିତ କରିବାକୁ ଏହା କରାଯାଇଥିଲା ।
ପୁରସ୍କାର ଓ ସମ୍ମାନ
ସମ୍ପାଦନାତାଙ୍କ ନାମକୁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନିତ କରା ଯିବା ସହ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କରାଯାଇଛି । .
ଭବିଷ୍ୟତ ଯୋଜନା
ସମ୍ପାଦନାସୁଚେତା ଭବିଷ୍ୟତରେ ୪୫୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ହିମାଳୟରୁ ପାକିସ୍ଥାନ ଯାଏ କରିବାକୁ ଯୋଜନା ରଖିଛନ୍ତି । .
ପୁନଶ୍ଚ ପଠନ
ସମ୍ପାଦନା- Desert exploration
- List of firsts in India
ଆଧାର
ସମ୍ପାଦନା- ↑ Athavale, Ashlesha (31 July 2011). "Try Gobi for a change". Mumbai Mirror.
{{cite news}}
: More than one of|work=
and|newspaper=
specified (help) - ↑ Raghunath, Pamela (3 August 2011). "Desert horizons didn't sap her spirit". Gulfnews.com. Archived from the original on 3 August 2011. Retrieved 26 August 2011.
{{cite news}}
: More than one of|work=
and|newspaper=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Das, Dipannita (16 November 2012). "Kadethankar gets leadership excellence award". The Times of India.
- ↑ Mande, Abhishek (7 October 2011). "She is the first Indian to cross the Gobi desert". Rediff.
- ↑ "City trekker overcame illness to walk across Gobi desert in record time". The Times of India. 26 July 2011.
{{cite news}}
: More than one of|work=
and|newspaper=
specified (help)