ସୁଗାମ୍ମାଡେକ୍ସ
ଏହା ରୋକୁରୋନିୟମ ଏବଂ ଭେକୁରୋନିଅମ ଦ୍ୱୟର ନ୍ୟୁରୋମସ୍କୁଲାର ଅବରୋଧକୁ ଓଲଟାଇବା ପାଇଁ ବ୍ୟବହୃତ ଏକ ଔଷଧ ।
ସୁଗାମ୍ମାଡେକ୍ସ, ଏକ ବେପାର ନାମ ବ୍ରିଣ୍ଡିଓନ, ହେଉଛି ରୋକୁରୋନିୟମ ଏବଂ ଭେକୁରୋନିଅମ ଦ୍ୱୟର ନ୍ୟୁରୋମସ୍କୁଲାର ଅବରୋଧକୁ ଓଲଟାଇବା ପାଇଁ ବ୍ୟବହୃତ ଏକ ଔଷଧ ।[୩] ଏହା ଶିରାରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହୁଏ ।[୪] ଏହାର ପ୍ରଭାବ ସାଧାରଣତ ୨ରୁ ୩ ମିନିଟ ମଧ୍ୟରେ ଆରମ୍ଭ ହୁଏ ।[୪]
Clinical data | |
---|---|
Pronunciation | soo GAM ma dex |
Trade names | Bridion |
Synonyms | ORG-25969 |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Onset of action | 2 to 3 minutes[୪] |
Identifiers | |
ECHA InfoCard | 100.121.931 |
Chemical and physical data | |
Formula | C72H112O48S8 |
Molar mass | ୨,୦୦୨.୧୨ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ନିଶ୍ଚେତକ ପ୍ରଭାବ ଗତ ହେବା ପରେ ବାୟୁପଥରେ ସମସ୍ୟା, ନିମ୍ନ ରକ୍ତଚାପ ଏବଂ ଅସ୍ୱାଭାବିକ ହୃଦସ୍ପନ୍ଦନ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକସିସ୍, ବାନ୍ତି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୪] ଏହା ଏକ ଚୟନକାରୀ ଶିଥିଳଦାୟକ ବାଇଣ୍ଡିଂ ଏଜେଣ୍ଟ (SRBA) ଯାହା କିଛି ଔଷଧ ସହିତ ମିଶିଯାଇ ନିଷ୍କ୍ରିୟ କରିଥାଏ ।
୨୦୦୮ ମସିହାରେ ୟୁରୋପରେ ଏବଂ୨୦୧୫ରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ସୁଗାମ୍ମାଡେକ୍ସ ଅନୁମୋଦିତ ହୋଇଥିଲା ।[୧][୪] [୫] ଯୁକ୍ତରାଷ୍ଟ୍ରରେ ୨୦୦୦ ମିଗ୍ରା ଏହି ରାଶିର ମୂଲ୍ୟ ପ୍ରାୟ ୧,୨୦୦ ଡଲାର ଅଟେ । [୬]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Bridion EPAR". European Medicines Agency (EMA). Archived from the original on 10 June 2020. Retrieved 10 June 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
- ↑ "Bridion 100 mg/ml solution for injection - Summary of Product Characteristics (SmPC)". (emc). 18 March 2021. Archived from the original on 27 June 2021. Retrieved 27 June 2021.
- ↑ ୩.୦ ୩.୧ "Bridion- sugammadex injection, solution". DailyMed. 14 December 2018. Archived from the original on 10 June 2020. Retrieved 10 June 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ "Sugammadex Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 22 January 2021. Retrieved 15 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1410. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Bridion Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 15 October 2021.