ସୁକାନ୍ତ ପାଣିଗ୍ରାହୀ

କଳା ନିର୍ଦ୍ଦେଶକ

ସୁକାନ୍ତ ପାଣିଗ୍ରାହୀ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ତାଙ୍କ ଜନ୍ମଭୂମି । ସେ ବଲିଉଡ୍ ଚଳଚ୍ଚିତ୍ର ଜଗତରେ ଜଣେ ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍ ଭାବରେ କାମ କରିଆସିଛନ୍ତି ।[]

ସୁକାନ୍ତ ପାଣିଗ୍ରାହୀ
ଜନ୍ମ
ବୃତ୍ତି(ସମୂହ)ନିର୍ଦ୍ଦେଶକ, କଳା ନିର୍ଦ୍ଦେଶକ, ପ୍ରଡକ୍ସନ୍ ଡିଜାଇନର୍
ସକ୍ରିୟ ବର୍ଷ୨୦୦୦-ଏବେଯାଏଁ
ବୈବାହିକ-ସାଥୀହେଲେନ୍ ଜୋନ୍ସ

ଫିଲ୍ମରେ ଭୂମିକା

ସମ୍ପାଦନା

ନିର୍ଦ୍ଦେଶକ ଭାବରେ

ସମ୍ପାଦନା

ଆଟ୍‌ଲାସ୍ []

କଳା ନିର୍ଦ୍ଦେଶକ ଭାବରେ

ସମ୍ପାଦନା

ଏହା ବ୍ୟତିତ ହିନ୍ଦୀ ଚଳଚ୍ଚିତ୍ର "ବଚ୍‌ନା ଏ ହସିନୋ" (୨୦୦୮)ରେ ଟାଇଟଲ୍ ସଙ୍ଗ୍ର ଭିଡିଓରେ ସେଟ୍ ନିର୍ମାଣ କରିଥିଲେ । ହିନ୍ଦୀ ଚଳଚ୍ଚିତ୍ର "ଫିଜା"(୨୦୦୦)ରେ ସହଜୋଗି କଳା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲେଇ ଥିଲେ ।

ପ୍ରଡକ୍ସନ୍ ଡିଜାଇନର୍ ଭାବରେ

ସମ୍ପାଦନା

ପୁରସ୍କାର

ସମ୍ପାଦନା

୨୦୦୯ : ଚଳଚ୍ଚିତ୍ର ଦେବ୍ ଡିରେ ସର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ଏସିଆ ପାସିଫିକ୍ ସମ୍ମାନ ମିଳିଥିଲା []

୨୦୦୪ : ଚଳଚ୍ଚିତ୍ର ଗଙ୍ଗାଜଲ୍ରେ ସର୍ବୋତ୍ତମ କଳା ନିର୍ଦ୍ଦେଶନା ପାଇଁ ସ୍କ୍ରିନ୍ ବିକ୍ଲି ପୁରସ୍ଜାର ଓ ଜି ସିନେ ପୁରସ୍ଜାର ପାଇଁ ମନୋନିତ କରାଜାଇଥିଲା ।

  1. "Sky the limit for Aska boy". ଦ ଟେଲିଗ୍ରାଫ. ୦୩ ଜୁନ ୨୦୧୧. Retrieved ୨୬ ଡିସେମ୍ବର ୨୦୧୧. {{cite news}}: Check date values in: |accessdate= and |date= (help)
  2. "Production designer Sukant Panigrahy turns director". ମୋଫାଇଟ୍ କ୍ଲବ୍. ୨୫ ନଭେମ୍ବର ୨୦୦୯. {{cite news}}: |access-date= requires |url= (help); Check date values in: |accessdate= and |date= (help); Text "http://moifightclub.wordpress.com/2009/11/25/production-designer-sukant-panigrahy-turns-director-and-needs-money-to-complete-atlas/" ignored (help)
  3. "Asia-Pacific Film Festival: The Big Day!". Archived from the original on 2010-07-15. Retrieved 2011-12-29.

ବାହାର ଲିଙ୍କ

ସମ୍ପାଦନା