ସୁକାନ୍ତ କିଶୋର ରାୟ

ସୁକାନ୍ତ କିଶୋର ରାୟ (୫ ନଭେମ୍ବର ୧୯୧୮ – ୨୩ ଡିସେମ୍ବର ୨୦୦୨) ଜଣେ ଭାରତୀୟ ରାଜନେତା ଏବଂ ନ୍ୟାୟାଧୀଶ ଥିଲେ । ସେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟକରିଥିଲେ ।[] ସେ କିଛିଦିନ ପାଇଁ ଓଡିଶାର କାର୍ଯ୍ୟବାହକ ରାଜ୍ୟପାଳ ଦାୟୀତ୍ଵରେ ମଧ୍ୟ ଥିଲେ।

ସୁକାନ୍ତ କିଶୋର ରାୟ
Chief Justice of ଓଡ଼ିଶା ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
13 October 1977 – 4 November 1980
ପୂର୍ବ ଅଧିକାରୀSiba Narayan Shankar
ପର ଅଧିକାରୀରଙ୍ଗନାଥ ମିଶ୍ର
Governor of Odisha
କାର୍ଯ୍ୟକାଳ
1 October 1980 – 3 November 1980
ପୂର୍ବ ଅଧିକାରୀCheppudira Muthana Poonacha
ପର ଅଧିକାରୀCheppudira Muthana Poonacha
ବ୍ୟକ୍ତିଗତ ସବିଶେଷ
ଜନ୍ମ(1918-11-05)୫ ନଭେମ୍ବର ୧୯୧୮
ମୃତ୍ୟୁ୨୩ ଡିସେମ୍ବର ୨୦୦୨(2002-12-23) (ବୟସ ୮୪)
ବାପା/ବୋଉବୀର କିଶୋର ରାୟ (father)
Latika Ray (mother)

ବ୍ୟକ୍ତିଗତ ଜୀବନ

ସମ୍ପାଦନା

ସୁକାନ୍ତ କିଶୋର ରାୟଙ୍କର ଜନ୍ମ ୧୯୧୮ ମସିହାର ୫ ନଭେମ୍ବର ତାରିଖରେ ଏକ ଉଚ୍ଚ ବିତ୍ତଶାଳୀ କରଣ ପରିବାରରେ ହୋଇଥିଲା । ତାଙ୍କ ପିତା ବୀର କିଶୋର ରାୟ ଓଡିଶା ଉଚ୍ଚନ୍ୟାୟାଳୟର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଥିଲେ । ସେ ମଧ୍ୟ 17th August 1989 ରୁ 16th July 1992 ପର୍ଯ୍ୟନ୍ତ ଓଡିଶାର ଦ୍ୱିତୀୟ ଲୋକପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[]

ସୁକାନ୍ତ କିଶୋର ରାୟ ୨୦୦୨ ମସିହାର ୨୩ ଡିସେମ୍ବର ତାରିଖରେ ୮୪ ବର୍ଷ ବୟସରେ ପରଲୋକ ଗମନ କରିଥିଲେ ।

  1. "Former Chief Justice | Orissa High Court, Cuttack". orissahighcourt.nic.in. Retrieved 2024-12-19.
  2. "LOKPALS OF ORISSA" (PDF). magazines.odisha. Retrieved 19 December 2024.