ସୁଆର
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Suar | |
---|---|
ଦେଶ | India |
ରାଜ୍ୟ | ଉତ୍ତର ପ୍ରଦେଶ |
ଜିଲ୍ଲା | ରମ୍ପୁର୍ |
Elevation | 830[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୨୬,୧୪୨ |
ଭାଷା | |
• ସରକାରୀ | ହିନ୍ଦୀ |
Time zone | UTC+5:30 (IST) |
ସୁଆର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ରମ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ସୁଆର ୨୯.୦୨୬୭ ଉତ୍ତର ଅକ୍ଷାଂଶ ଓ ୭୯.୦୫୭୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁଆର ସହରର ମୋଟ ଜନସଂଖ୍ୟା ୨୬୧୪୨ ଅଟେ ।[୨] ସେଥି ମଧ୍ୟରୁ ୫୩.୧୦% ଜଣ ପରୁଷ ହୋଇଥିବା ବେଳେ ୪୬.୯୦% ଜଣ ନାରୀ ଅଟନ୍ତି । ସୁଆରର ସାକ୍ଷରତା ହାର ୨୭.୬୫% ଅଟେ । ଏହା ଜାତୀୟ ହାରଠାରୁ ୩୭.୧୯% ପ୍ରତିଶତ କମ ଅଟେ । ସେଥିରୁ ୧୮.୦୪% ପ୍ରତିଶତ ପୁରୁଷ ଓ ୯.୬୧% ନାରୀ ଅଟନ୍ତି । ୧୮.୬୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ସୁଆରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.