ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ
ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜ । ୧୯୯୫ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ମହାବିଦ୍ୟାଳୟଟି ରାଉରକେଲାସ୍ଥିତ ବି.ପି.ୟୁ.ଟିଦ୍ୱାରା ଅନୁବନ୍ଧିତ ।[୧]
ସି.ଭି.ରମଣ କଲେଜ ଅଫ ଇଞ୍ଜିନିୟରିଂ, ଭୁବନେଶ୍ୱର, ଓଡ଼ିଶା 9871364815 | |
---|---|
ସ୍ଥାପିତ | ୧୯୯୫ |
ପ୍ରକାର | ଘରୋଇ |
ଶିକ୍ଷାସମ୍ବନ୍ଧୀୟ ସଦସ୍ୟ | ୨୩୪ |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ୱେବସାଇଟ | http://www.cvrce.edu.in/ |
ଅବସ୍ଥିତି
ସମ୍ପାଦନାସି ଭି ରମଣ କଲେଜ ଭୁବନେଶ୍ୱରରୁ ପ୍ରାୟ ୧୪ କି.ମି. ଦୂରରେ ଅବସ୍ଥିତ। ପ୍ରାୟ ୫୦ ଏକର ବିସ୍ତୃତ ଏହି ମହାବିଦ୍ୟାଳୟଟି ଭୁବନେଶ୍ୱରରୁ ଜଟଣି ରାସ୍ତାରେ ବିଦ୍ୟାନଗର ନିକଟରେ ଅବସ୍ଥିତ।
ବିଭାଗ
ସମ୍ପାଦନା- ନିର୍ମାଣ ବିଜ୍ଞାନ ଇଞ୍ଜିନିଅରିଂ (ସି.ଇଂ.)
- କମ୍ପ୍ୟୁଟର୍ ବିଜ୍ଞାନ ଇଞ୍ଜିନିଅରିଂ (ସି.ଏସ. ଇଂ)
- ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ଇଞ୍ଜିନିଅରିଂ (ଆଇ.ଟି)
- ମେକାନିକାଲ୍ ଇଞ୍ଜିନିଅରିଂ (ଏମ.ଇଂ.)
- ଇଲେକ୍ଟ୍ରିକାଲ୍ ଇଞ୍ଜିନିଅରିଂ (ଇ. ଇଂ.)
- ଇଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିକମ୍ୟୁନିକେସନ୍ ଇଞ୍ଜିନିଅରିଂ (ଇ.ଟି.ସି.)