ସିହୋର
ସିହୋର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ସେହୋରେ ଜିଲ୍ଲାରେ ଅବସ୍ଥିତ ।
Sehore | |
---|---|
city | |
Country | India |
State | Madhya Pradesh |
District | Sehore |
Elevation | 502 m (1,647 ft) |
Population (2011) | |
• Total | ୧,୦୮,୮୧୮ |
Languages | |
• Official | Hindi |
Time zone | UTC+5:30 (IST) |
PIN | 466001 |
Telephone code | 07562 |
ଯାନବାହାନ ପଞ୍ଚୀକରଣ | MP-37 |
Website | sehore |
ଭୌଗଳିକ ଅବସ୍ଥିତି
ସମ୍ପାଦନାସିହୋର ୨୩.୨୦୦୦ ଉତ୍ତର ଅକ୍ଷାଂଶ ଓ ୭୭.୦୮୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିହୋର ସହରର ମୋଟ ଜନସଂଖ୍ୟା ୩୯୭୭୩ ଅଟେ ।[୨] ସେଥି ମଧ୍ୟରୁ ୫୨.୩୩% ଜଣ ପରୁଷ ହୋଇଥିବା ବେଳେ ୪୭.୬୭% ଜଣ ନାରୀ ଅଟନ୍ତି । ସିହୋରର ସାକ୍ଷରତା ହାର ୬୩.୩୫% ଅଟେ । ଏହା ଜାତୀୟ ହାରଠାରୁ ୧.୪୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୬.୮୯% ପ୍ରତିଶତ ପୁରୁଷ ଓ ୨୬.୪୬% ନାରୀ ଅଟନ୍ତି । ୧୭.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ସିହୋରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.