[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Silchar
শিলচর
City
Aerial view of the Barak river, Silchar
Aerial view of the Barak river, Silchar
Nickname(s): 
The City Of Love ; The Island of Peace
CountryIndia
StateAssam
DistrictCachar
Government
 • BodySilchar Municipality Board
 • No. of Wards28
Elevation
22 m (72 ft)
Population
 (2011)
 • Total୨,୨୮,୯୮୫
 • Rank2 (in Assam after Guwahati )
Languages
 • OfficialBengali
Time zoneUTC+5:30 (IST)
PIN
7880xx
Telephone code+91 (0) 3842
ଯାନବାହାନ ପଞ୍ଚୀକରଣAS-11
Websitewww.cachar.nic.in


ସିଲ୍‌ଚର୍ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଆସାମର କଚର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ସିଲ୍‌ଚର୍ ୨୪.୮୨୭୩ ଉତ୍ତର ଅକ୍ଷାଂଶ ଓ ୯୨.୭୯୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୫ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଲ୍‌ଚର୍ ସହରର ମୋଟ ଜନସଂଖ୍ୟା ୧୪୨୩୯୩ ଅଟେ ।[୨] ସେଥି ମଧ୍ୟରୁ ୫୧.୦୭% ଜଣ ପରୁଷ ହୋଇଥିବା ବେଳେ ୪୮.୯୩% ଜଣ ନାରୀ ଅଟନ୍ତି । ସିଲ୍‌ଚର୍ର ସାକ୍ଷରତା ହାର ୭୯.୫୦% ଅଟେ । ଏହା ଜାତୀୟ ହାରଠାରୁ -୧୪.୬୬% ପ୍ରତିଶତ କମ ଅଟେ । ସେଥିରୁ ୪୨.୩୨% ପ୍ରତିଶତ ପୁରୁଷ ଓ ୩୭.୧୮% ନାରୀ ଅଟନ୍ତି । ୯.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା ସମ୍ପାଦନା

ଅହମିଆ ସିଲ୍‌ଚର୍ର ସରକାରୀ ଭାଷା ଅଟେ ।

ପାଣିପାଗ ସମ୍ପାଦନା

Silchar
Climate chart (explanation)
JFMAMJJASOND
 
 
12
 
25
12
 
 
44
 
26
14
 
 
229
 
30
18
 
 
258
 
31
21
 
 
461
 
31
23
 
 
32
 
32
25
 
 
503
 
31
25
 
 
428
 
32
25
 
 
367
 
32
25
 
 
169
 
31
23
 
 
33
 
29
19
 
 
13
 
26
14
Average max. and min. temperatures in °C
Precipitation totals in mm
Source: [୩]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ସିଲ୍‌ଚର୍ରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୨୯.୬ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୦.୪ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୩୧୨୮.୬ mm/inches ହୋଇଥାଏ ।

Climate data for Silchar, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 24.5
(76.1)
26.4
(79.5)
29.6
(85.3)
30.5
(86.9)
31.0
(87.8)
31.5
(88.7)
31.4
(88.5)
31.9
(89.4)
31.5
(88.7)
30.9
(87.6)
29.1
(84.4)
26.1
(79)
29.6
(85.3)
ହାରାହାରି ସର୍ବନିମ୍ନ °C (°F) 12.1
(53.8)
14.1
(57.4)
17.7
(63.9)
21.0
(69.8)
23.0
(73.4)
24.6
(76.3)
25.1
(77.2)
25.2
(77.4)
24.6
(76.3)
22.9
(73.2)
18.6
(65.5)
13.9
(57)
20.4
(68.7)
Average rainfall mm (inches) 12.1
(0.476)
44.2
(1.74)
229.3
(9.028)
258.1
(10.161)
460.7
(18.138)
612.0
(24.094)
503.2
(19.811)
427.7
(16.839)
366.5
(14.429)
168.7
(6.642)
33.3
(1.311)
12.8
(0.504)
୩,୧୨୮.୬
(୧୨୩.୧୭୩)
ହାରାହାରି ମେଘାତ୍ସନ ଦିବସ 1.0 3.9 8.5 12.6 16.2 21.5 22.5 19.3 15.5 7.7 2.4 0.6 131.6
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.2 1.2 3.2 7.6 8.3 6.1 4.7 3.7 4.3 1.7 0.3 0.0 41.4

ହାରାହାରି କୁହୁଡ଼ି ଘେରା ଦିବସ 3.0 0.2 0.1 0.0 0.0 0.0 0.0 0.0 0.0 0.3 0.3 1.1 5.0
Source: India Meteorological Department (temperatures and precipitation)[୪][୫]


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  3. "World Weather Information Service -Silchar". Worldweather.wmo.int. 5 October 2006. Retrieved 28 June 2015.
  4. "Chennai- Climatological Information". India Meteorological Department. Retrieved 29 May 2014.
  5. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ ସମ୍ପାଦନା