ସିମେପ୍ରେଭିର (ଇଂରାଜୀ ଭାଷାରେ Simeprevir), ଏହାର ଏକ ବିକ୍ରୟ ନାମ ଓଲିସିଓ, ଏକ ଔଷଧ ଯାହା ହେପାଟାଇଟିସ ସି ରୋଗର ଚିକିତ୍ସା ନିମନ୍ତେ ଅନ୍ୟ ଔଷଧ ସ‌ହିତ ଦିଆଯାଏ । ନିର୍ଦ୍ଦିଷ୍ଟ ଭାବରେ ହେପାଟାଇଟିସ ସି ଜେନୋଟାଇପ ୧ ଓ ୪ ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ସୋଫୋସବୁଭିର (sofosbuvir) ବା ରିବିଭିରିନ (ribavirin) ଓ ପେଜିଣ୍ଟରଫେରନ-ଆଲଫା (peginterferon-alfa) ସ‌ହିତ ଦିଆଯାଏ । [୧] ଏହାର ଆରୋଗ୍ୟ ହାର ପ୍ରାୟ ୮୦ରୁ ୯୦% ।[୨][୩][୪] ଏଚଆଇଭି/ଏଡସ ରୋଗରେ ମଧ୍ୟ ଏହା ଦିଆଯାଏ । ଦିନ‌କୁ ଥରେ ୧୨ସପ୍ତାହ ପର୍ଯ୍ୟନ୍ତ ପାଟିରେ ଏହା ଦିଆଯାଏ ।[୧]

ସିମେପ୍ରେଭିର
Clinical data
Pronunciationsim-E-pre-vir
Trade namesବ୍ୟବସାୟୀକ ନାମ - ଓଲିସିଓ, ସୋଭ୍ରିଆଡ, ଗାଲେକ୍ସୋସ ଓ ଅନ୍ୟାନ୍ୟ ।
SynonymsTMC435; TMC435350
AHFS/Drugs.commonograph
MedlinePlusa614013
Pregnancy
category
Routes of
administration
ପାଟିରେ କ୍ୟାପସୁଲ ଆକାରରେ
ATC code
Legal status
Legal status
  • US: Rx-କେବଳ ପ୍ରେସକ୍ରିପନରେ
  • ℞-କେବଳ ପ୍ରେସକ୍ରିପନରେ
Pharmacokinetic data
Bioavailability୬୨% (under fed conditions)
Protein binding>୯୯.୯%
Metabolismଯକୃତ (CYP3A, CYP2C8, CYP2C19)
Elimination half-life୧୦–୧୩ ଘଣ୍ଟା (ଏଚସିଭି-ଅଣସଂକ୍ରମିତ ଲୋକ), ୪୧ ଘଣ୍ଟା (ଏଚସିଭି-ସଂକ୍ରମିତ ଲୋକ)
Excretionମଳ (୯୧%), ପରିସ୍ରା (<୧%)
Identifiers
  • (2R,3aR,10Z,11aS,12aR,14aR)-N-(Cyclopropylsulfonyl)-2-{[2-(4-isopropyl-1,3-thiazol-2-yl)-7-methoxy-8-methyl-4-quinolinyl]oxy}-5-methyl-4,14-dioxo-2,3,3a,4,5,6,7,8,9,11a,12,13,14,14a-tetradecahydrocyclopenta[c]cyclopropa[g][1,6]diazacyclotetradecine-12a(1H)-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
NIAID ChemDB
ECHA InfoCard100.215.933 Edit this at Wikidata
Chemical and physical data
FormulaC38H47N5O7S2
Molar mass749.94 g/mol
3D model (JSmol)
  • Cc1c(ccc2c1nc(cc2O[C@@H]3C[C@@H]4[C@@H](C3)C(=O)N(CCCC/C=C\[C@@H]5C[C@]5(NC4=O)C(=O)NS(=O)(=O)C6CC6)C)c7nc(cs7)C(C)C)OC
  • InChI=1S/C38H47N5O7S2/c1-21(2)30-20-51-35(40-30)29-18-32(26-13-14-31(49-5)22(3)33(26)39-29)50-24-16-27-28(17-24)36(45)43(4)15-9-7-6-8-10-23-19-38(23,41-34(27)44)37(46)42-52(47,48)25-11-12-25/h8,10,13-14,18,20-21,23-25,27-28H,6-7,9,11-12,15-17,19H2,1-5H3,(H,41,44)(H,42,46)/b10-8-/t23-,24-,27-,28-,38-/m1/s1
  • Key:JTZZSQYMACOLNN-VDWJNHBNSA-N

ସାଧାରଣ ପ୍ରତିକ୍ରିୟା ମଧ୍ୟରେ ଥକ୍କା ଲାଗିବା, ମୁଣ୍ଡବଥା, ରାସ, ଗଲୁ ଓ ସୂର୍ଯ୍ୟାଲୋକ ସମ୍ଭେଦନଶୀଳତା ଉତ୍ୟାଦି ଲକ୍ଷଣ ଦେକାଯାଏ । ପୂର୍ବରୁ ହେପାଟାଇଟିସ ବି ଥିଲେ ପୁନରାବୃତ୍ତି ହୋଇପାରେ । ଯକୃତ ସମସ୍ୟା ଥିଲେ ଏହାକୁ ଦେବା ଉଚିତ ନୁହେଁ । [୧] ଗର୍ଭାବସ୍ଥାରେ ରିବାଭିରିନ ସ‌ହିତ ଦେଲେ ଶିଶୁ ପ୍ରତି ବିପଦ ହୁଏ, ସୋଫୋସବୁଭିର ସ‌ହିତ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୧][୫] ସିମେପ୍ରେଭିର ଏକ ଏଚସିଭି ପ୍ରୋଟିଏଜ ଇନହିବିଟର (HCV protease inhibitor) ।[୧]

ମେଡିଭିର ଏବି (Medivir AB) ଓ ଜାନସେନ ଫର୍ମାସିଉଟିକାଲ (Janssen Pharmaceutica) ଏହି ସିମେପ୍ରେଭିର ଔଷଧ ପ୍ରସ୍ତୁତ କରିଛନ୍ତି । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୩ରେ ଏହା ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୮] ଏହା ଜେନେରିକ ଔଷଧ ନାମରେ ସନ ୨୦୧୫ ସୁଦ୍ଧା ଉପଲବ୍‌ଧ ହୋଇନାହିଁ । [୫] ଇଂଲଣ୍ଡରେ ସନ ୧୦୧୫ରେ ସିମେପ୍ରେଭିର, ରିବିଭିରିନ ଓ ପେଜିଣ୍ଟରଫେରନ-ଆଲଫାର ଗୋଟିଏ କୋର୍ଷର ଖର୍ଚ୍ଚ ପ୍ରାୟ ୨୯,୭୦୦ ପାଉଣ୍ଡ ।[୯] ୟୁକ୍ତରାଷ୍ଟ୍ର ଆମେରିକାରେ ସିମାପ୍ରେଭିର ଓ ସୋଫୋସବୁଭି କୋର୍ଷର ଖର୍ଚ୍ଚ ପ୍ରାୟ ୧୭୧,୦୦୦ ଡଲାର ଓ ସେଥିରୁ କେବଳ ସିମେପ୍ରେଭିର ମୂଲ୍ୟ ପ୍ରାୟ ୬୬,୩୬୦ ଆମେରିକୀୟ ଡଲାର ।[୧୦]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Simeprevir". The American Society of Health-System Pharmacists. Retrieved Nov 30, 2016.
  2. "Initial treatment of HCV infection". www.hcvguidelines.org. October 2016. Retrieved 1 December 2016.
  3. Majumdar, A; Kitson, MT; Roberts, SK (June 2016). "Systematic review: current concepts and challenges for the direct-acting antiviral era in hepatitis C cirrhosis". Alimentary pharmacology & therapeutics. 43 (12): 1276–92. PMID 27087015.
  4. Brochot, E; Helle, F; François, C; Castelain, S; Capron, D; Nguyen-Khac, E; Duverlie, G (April 2015). "Which therapeutic option for hepatitis C virus genotype 1?". Scandinavian journal of gastroenterology. 50 (4): 470–8. PMID 25396710.
  5. ୫.୦ ୫.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 80. ISBN 9781284057560.
  6. Grubbs, Robert H.; O'Leary, Daniel J. (2015). Handbook of Metathesis, Volume 2: Applications in Organic Synthesis (in ଇଂରାଜୀ). John Wiley & Sons. p. 699. ISBN 9783527694020.
  7. DUGUM, M.; O'SHEA, R. "Hepatitis C virus: Here comes all-oral treatment". Cleveland Clinic Journal of Medicine. 81 (3): 159–172. doi:10.3949/ccjm.81a.13155. PMID 24591471.
  8. "Essential Medicines WHO Model List, 19th edition, April 2015" (PDF). World Health Organization. 2015.
  9. "Janssen will cover cost of unsuccessful hepatitis C treatment". PMLive. 16 January 2015. Retrieved 1 December 2016.
  10. Smith, Michael (28 February 2015). "HCV Drugs Costly but Cure Might Not Be". MedPageToday. Retrieved 1 December 2016.