ସିପ୍ରୋଫ୍ଲୋକ୍ସାସିନ/ଡେକ୍ସାମେଥାଜୋନ
ସିପ୍ରୋଫ୍ଲୋକ୍ସାସିନ/ଡେକ୍ସାମେଥାଜୋନ, ଅନ୍ୟମାନଙ୍କ ମଧ୍ୟରେ ସିପ୍ରୋଡେକ୍ସ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ମିଶ୍ରଣ ଯାହା ଟିମ୍ପାନୋଷ୍ଟୋମି ଟ୍ୟୁବରେ ଥିବା ମଧ୍ୟକର୍ଣ୍ଣ ପ୍ରଦାହ ମଧ୍ୟ କର୍ଣ୍ଣ ପ୍ରଦାହ କିମ୍ବା ବହିଃ କର୍ଣ୍ଣ ପ୍ରଦାହ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯେଉଁମାନେ ଅତି କମରେ ୬ ମାସ ପୁରୁଣା ରୋଗୀ, ସେମାନଙ୍କ ପାଇଁ ଏହା ବ୍ୟବହୃତ ହୋଇପାରେ ।[୧] ଏହା କାନ ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧]
Combination of | |
---|---|
Ciprofloxacin | Antibiotic |
Dexamethasone | Corticosteroid |
Clinical data | |
Trade names | Ciprodex, others |
AHFS/Drugs.com | monograph |
MedlinePlus | a607010 |
Routes of administration | Ear drop[୧] |
Legal status | |
Legal status |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାନ ଗଲୁ ଏବଂ କାନ ଯନ୍ତ୍ରଣା ହୁଏ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ୍ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏଥିରେ କର୍ଟିକୋଷ୍ଟିରଏଡ ଡେକ୍ସାମେଥାଜୋନ (୦.୧%) ଓ ସିପ୍ରୋଫ୍ଲୋକ୍ସାସିନ୍ (୦.୩%) ଆଣ୍ଟିବାୟୋଟିକ୍ ଥାଏ ।[୧] ସୁଡୋମୋନାସ ଏରୋଜିନୋସା ସହିତ ଅନେକ ଜୀବାଣୁ ବିରୁଦ୍ଧରେ ଏହା ପ୍ରଭାବଶାଳୀ ଅଟେ ।[୧]
୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ଗୋଷ୍ଠିଗତ (ଜେନେରିକ) ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ ମିଲି ବୋତଲର ମୂଲ୍ୟ ୬ ପାଉଣ୍ଡ ଥିଲା ।[୩] ୨୦୨୩ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୬୩ ଡଲାର ଥିଲା ।[୪]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Ciprodex- ciprofloxacin and dexamethasone suspension/ drops". DailyMed. U.S. National Library of Medicine. 12 December 2019. Archived from the original on 24 January 2021. Retrieved 5 November 2020.
- ↑ Human Medicines Evaluation Division (14 January 2021). "Active substance: ciprofloxacin hydrochloride / dexamethasone acetate (ear drops, suspension)" (PDF). List of nationally authorised medicinal products. Europeans Medicines Agency. Archived (PDF) from the original on 30 June 2023. Retrieved 31 October 2021.
- ↑ ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1242. ISBN 978-0857114105.
- ↑ "Ciprofloxacin / Dexamethasone". GoodRx. Archived from the original on 10 July 2021. Retrieved 25 May 2023.