ସିନ୍ଦୂର

ଭାରତ ଉପମହାଦ୍ଵିପ ରେ ନାରୀ ମାନଙ୍କ ଦ୍ଵାରା ପ୍ରୟୋଗ କରାଯାଉଥିବା ସୌନ୍ଦର୍ଯ୍ୟ ର ଏକ ପ୍ରସାଧନ।

ସିନ୍ଦୁର ଏକ ନାଲି କିମ୍ବା ନାରଙ୍ଗୀ ରଙ୍ଗର ସୌନ୍ଦର୍ଯ୍ୟ ପ୍ରସାଧନ ହୋଇଥାଏ, ଯାହାକୁ ଭାରତୀୟ ଉପ ମହାଦ୍ୱୀପରେ ମହିଳାମାନେ ବ୍ୟବହାର କରନ୍ତି । ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ ଏବଂ କିଛି ଅନ୍ୟ ସମୁଦାୟରେ ବିବାହିତ ସ୍ତ୍ରୀମାନେ ଏହାକୁ ନିଜ ମଥାରେ ଲଗାଇଥାନ୍ତି ।[] ଏହାର ପ୍ରୟୋଗ ଟିକିଲି ମାଧ୍ୟମରେ ହୋଇଥାଏ । ରାସାୟନିକ ଶାସ୍ତ୍ର ଦୃଷ୍ଟିରେ ସିନ୍ଦୁର ପ୍ରାୟତଃ ପାରଦ କିମ୍ବା ସୀସାର ରସାୟାନର ପଦାର୍ଥରେ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ଏହାର ପ୍ରୟୋଗରେ ସାବଧାନତା ରଖାଯାଇଥାଏ ଏବଂ ଏହି ପଦାର୍ଥକୁ ପିଲାମାନଙ୍କଠାରୁ ଦୂରେଇ ରଖାଯାଏ ।[]

ସିନ୍ଦୁର

ଗ୍ୟାଲେରି

ସମ୍ପାଦନା
  1. Susie J. Tharu, Ke Lalita (1993-04-01). Women Writing in India: The twentieth century (Volume 2 of Women Writing in India: 600 B.C. to the Present). Feminist Press, 1993. ISBN 978-1-55861-029-3. ... Sindoor is a red powder worn by married women in the parting of the hair ...
  2. Indian Academy of Pediatrics (1973). Indian pediatrics, Volume 10. Indian Academy of Pediatrics, 1973. ... Sindoor (vermilion), a red powder applied to the scalp, is often used by married Indian women, especially of an orthodox Hindu background. It may consist of red sulphide of mercury, or of red lead mixed with red synthetic dye ...