ସିନ୍ଥିରୁ ସିନ୍ଦୂର ଅଳପ ଦୂର

୨୦୨୧ ଓଡ଼ିଆ କଥାଚିତ୍ର

ସିନ୍ଥିରୁ ସିନ୍ଦୂର ଅଳପ ଦୂର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୂପ ନନ୍ଦ । ରଣଜିତ ବାରିକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିଦ୍ୟାଧର ସାହୁ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ସିନ୍ଥିରୁ ସିନ୍ଦୂର ଅଳପ ଦୂର
ନିର୍ଦ୍ଦେଶକରଣଜିତ ବାରିକ
ପ୍ରଯୋଜକଅରୂପ ନନ୍ଦ
କାହାଣୀରଣଜିତ ବାରିକ
କଳାକାରପ୍ରଭାସ ଷଡ଼ଙ୍ଗୀ
ରୁମି
ପ୍ରିୟଙ୍କା
ଲକି
ଅସୀତ ପତି
ସଙ୍ଗୀତବିଦ୍ୟାଧର ସାହୁ
ମୁକ୍ତିଲାଭ ତାରିଖ
୨୧ ଅପ୍ରେଲ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ପ୍ରଭାସ ଷଡ଼ଙ୍ଗୀ, ରୁମି, ପ୍ରିୟଙ୍କା, ଲକି, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ ସମ୍ପାଦନା

  • ପ୍ରଭାସ ଷଡ଼ଙ୍ଗୀ
  • ରୁମି
  • ପ୍ରିୟଙ୍କା
  • ଲକି
  • ଅସୀତ ପତି

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ ।[୧]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ସିନ୍ଥିରୁ ସିନ୍ଦୂର ଅଳପ ଦୂର" 
2."ଆକାଶରେ ମେଘ" 
3."ଲୁଚକାଳି ଖେଳୁ" 
4."ରଙ୍ଗୀନ ରାତିର" 

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା