ସିନାପାଲି, ଓଡିଶା
Sinapali (ଓଡ଼ିଆ: ସିନାପାଲି) ଭାରତୀୟ ରାଜ୍ୟ ଓଡ଼ିଶାର ନୂଆପଡା ଜିଲ୍ଲାର ଏକ ତହସିଲ ସହର । [୧] ଏହି ସହର ଉଦନ୍ତୀ ନଦୀ ତଟରେ ଅବସ୍ଥିତ ଓ NH 59ରେ ନୂଆପଡାଠାରୁ 79 କିଲୋମିଟର ଦୂରରେ ଅବସ୍ଥିତ ।
ସିନାପାଲୀ | |
---|---|
town | |
Country | India |
State | Odisha |
District | Nuapada |
Population (2001) | |
• Total | ୯,୯୮୭ |
Languages | |
• Official | Odia |
Time zone | UTC+5:30 (IST) |
PIN | 766108 |
Telephone code | 235233/235240 |
ଯାନବାହାନ ପଞ୍ଚୀକରଣ | OD |
Sex ratio | 50.3:49.7 ♂/♀ |
Website | odisha |
ଜନସଂଖ୍ୟା
ସମ୍ପାଦନା2001 ମସିହାର ଜନଗଣନା ,[୨] ଅନୁସାରେ ସିନାପାଳିର ଜନସଂଖ୍ୟା ଓ ଅନ୍ୟ ତଥ୍ୟ ନିମ୍ମ ପ୍ରକାର ଥ୍ଯିଲା ,
ସମୁଦାୟ ଗୃହ ସଂଖ୍ୟା | 2,386 |
ସମୁଦାୟ ଜନସଂଖ୍ୟା | 9,987 |
ପୁରୁଷ | 5,025 |
ମହିଳା | 4,962 |
ଜନଜାତି | 1,260 |
ଉପଜାତି | 1,886 |
ଶିକ୍ଷିତ ସଂଖ୍ୟା | 4,550 |
ଶିକ୍ଷିତ ମହିଳା ସଂଖ୍ୟା | 2,989 |
ମହିଳା ସାକ୍ଷ୍ୟରତା | 1,561 |
କର୍ମଜୀବି | 3,598 |
କୃଶକ | 713 |
ମହିଳା ହାର ( 1000 ପୁରୁଷରେ ) | 987 |
କର୍ମଜୀବି ହାର | 40 |
ଭାଷା ଓ ସଂସ୍କୃତି
ସମ୍ପାଦନାଏଠାରେ ଲୋକମାନେ ମୁଖ୍ୟତ କଳାହାଣ୍ଡି ଅଞ୍ଚଳର ଓଡ଼ିଆ ବ୍ୟବହାର କରନ୍ତି । ଏହି ଅଞ୍ଚଳର ଅନେକ ଲେଖକ ଓଡ଼ିଆ ସାହିତ୍ୟକୁ ଅନେକ ଅବଦାନ ଦେଇଛନ୍ତି । ସ୍ୱାଧୀନତା ପୂର୍ବବର୍ତୀ ସମୟରେ ମଧ୍ୟ ଏହି ଅଞ୍ଚଳର ଲେଖକମାନେ କବିତା , କାବ୍ୟ , ଆଲୋଚନା , ଧର୍ମ ଉପରେ ଲେଖାବଳି ପ୍ରକାଶିତ କରୁଥିଲେ । ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଉପରେ ଏହି ଅଞ୍ଚଳର ବିଶିଷ୍ଟ ଗବେଷକମାନେ ବହୁ ସଂଖ୍ୟାରେ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସେ ସବୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଂଗ୍ରହାଳୟରେ ରକ୍ଷା ଯାଇଛି । ଡ. ହରେକୃଷ୍ଣ ମେହେରଙ୍କ ଗଙ୍ଗାଧର ମେହେରଙ୍କ ଟପାଶ୍ୱିନର ଇଂରାଜୀ, ହିନ୍ଦୀ ଓ ସଂସୃତରେ ଅନୁବାଦ ଏକ ଉଲ୍ଲେଖନୀୟ ଅବଦାନ ।
ଶିକ୍ଷା
ସମ୍ପାଦନାଏହି ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ଓଡ଼ିଆ ଓ ଇଂରାଜୀ ମିଡିଆମ ସ୍କୁଲ ଓ କଲେଜ ରହିଛି । ସିନାପାଲି ବ୍ଲକ୍ ସରକାରି ବିଦ୍ୟାଳୟ ସଙ୍ଖ୍ୟା:- ପ୍ରାଥମିକ ବିଦ୍ୟାଳୟ - ୮୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ - ୮୨ ଉଚ୍ଚ ବିଦ୍ୟାଳୟ - ୩୧
ଯାନିଯାତରା
ସମ୍ପାଦନା- ସିନାପାଲୀ ମହୋତଶବ
- ଦଶହରା
- ରଥ ଯାତ୍ରା
- ନୂଆଖାଇ
- ଦୀପାବଳି
- କରତିକ ବା ରାହାସ ପୁରଣିମା
- ଡୋଲ ପୁରଣିମା ବା ହୋଲି
- ପୌଷ ପୁରଣିମା
ଦର୍ଶନୀୟ ସ୍ଥାନ ସମୂହ
ସମ୍ପାଦନାଏଠାରେ ଝରିଆ, ତିପାଖୋଳ , ମୁଲାବସା ବନ୍ଧ , ଲିଆଡ ପ୍ରକଳ୍ପ , ଚଉଡ଼ା ଡଙ୍ଗର ପରି ପର୍ଯ୍ୟଟକ ଆକର୍ଷଣ ସମୂହ ରହିଛି । 995 ମିଟର ଉତ୍ଚ ଚଉଡ଼ା ଡଙ୍ଗର ପର୍ବତର ଗୁମ୍ଫା ଓ ତାହାର ଜଙ୍ଗଲରେ ଥିବା ଜୀବଜନ୍ତୁ ଦେଖିବାକୁ ପର୍ଯ୍ୟଟକମାନଙ୍କ ଆଗମନ ହେଇଥାଏ । ଛତର ଯାତ୍ରା ସମୟରେ ଅନ୍ୟ ଅଞ୍ଚଳରୁ ଭକ୍ତମାନେ ଏଠାକୁ ଆଗମନ କରିଥାନ୍ତି ।
ନିକଟସ୍ଥ ପର୍ଯ୍ୟଟକ ସ୍ଥଳୀ ସମୂହ
ସମ୍ପାଦନା- ପାତଳ ଗଙ୍ଗା
- ଯୋଗୀ ମଠ
- ବୁଦ୍ଧିକୋମ୍ମା
- ସୁନାବେଡା ବନ୍ୟା ପ୍ରାଣୀ ଅଭୟାରଣ୍ୟ
- ପଟୋରା ବନ୍ଧ
- Panchabati picnic spot,kapsi
- dweemuhani sangam(the confluence of river udanti & dhangri jore),Kapsi
- Samaleswari temple, kapsi
- Maa Durga temple, sinspali
- Jharia,Chatiaguda
- Mani digra,jugenpadar
- Sinapali Jagannath Temple
- Thipakhol
- Chandrasekhar Mahadeb Temple, Sinapali
- dhansal,sagunbhadi
- Tikhali dam
- chalana Bardeswar temple * chalana
- maa gouri mandir, Chhot Darlipada.
ଆଧାର
ସମ୍ପାଦନା- ↑ http://www.onefivenine.com/india/villag/Nuapada/Sinapali sinapali
- ↑ http://www.odishasampad.in/ Archived 2014-06-08 at the Wayback Machine. "Orissa Sampad-Block level GIS atlas"