ସିନକୋକେନ
Clinical data | |
---|---|
Trade names | Cincain, Nupercainal, Nupercaine, Sovcaine, others |
Synonyms | Dibucaine, percaine[୧] |
AHFS/Drugs.com | monograph |
Routes of administration | Topical, intravenous (for animal euthanasia) |
Legal status | |
Legal status |
|
Identifiers | |
| |
ECHA InfoCard | 100.001.484 |
Chemical and physical data | |
Formula | C20H29N3O2 |
Molar mass | ୩୪୩.୪୭ g·mol−1 |
3D model (JSmol) | |
| |
| |
(verify) |
ସିନକୋକେନ (ଇଂରାଜୀ ଭାଷାରେ Cinchocaine), ଯାହାକୁ ଡିବୁକାଇନ୍ ମଧ୍ୟ କୁହାଯାଏ, ଏକ ସ୍ଥାନୀୟ ନିଶ୍ଚେତକ ଯାହା କର୍ଟିକୋଷ୍ଟିରଏଡ ସହିତ ମିଶି ଅର୍ଶ ଏବଂ କୁଣ୍ଡେଇ ହେବା ଲକ୍ଷଣମାନଙ୍କୁ ଉପଶମ କରିଥାଏ ।[୨] ଏହା ସାମାନ୍ୟ ପୋଡ଼ାଜଳା ଏବଂ କୀଟ କାମୁଡ଼ା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପ୍ରଭାବିତ ଅଞ୍ଚଳରେ ପ୍ରୟୋଗ କରାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଚର୍ମ ଉତ୍ତେଜନା ହୋଇପାରେ । [୩] ଆନାଫାଇଲକ୍ସିସ ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟାରେ ହୋଇପାରେ ।[୩] ଏହା ଏକ ଆମିଡ (amide) ।[୪] ଏହା ଏକ ଶକ୍ତିଶାଳୀ କିନ୍ତୁ ଅଧିକ ବିଷାକ୍ତ ସ୍ଥାନୀୟ ନିଶ୍ଚେତକ ।[୪]
ସିନକୋକେନ ପ୍ରଥମେ ୧୯୨୯ ମସିହାରେ ତିଆରି ହୋଇଥିଲା ।[୧] ଏହା କାଉଣ୍ଟର ଉପରେ ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୫ ଡଲାର୍ ଥିଲା ।[୫] ଯୁକ୍ତରାଜ୍ୟରେ ଏକଏକ ଷ୍ଟିରଏଡ୍ ମିଶ୍ରିତ ସଂସ୍କରଣର ମୂଲ୍ୟ ପ୍ରାୟ ୬ ପାଉଣ୍ଡ ଅଟେ ।[୨]
ଆଧାର
ସମ୍ପାଦନା- ↑ ୧.୦ ୧.୧ Woolfson, David; McCafferty, Dermot (1 March 1993). Percutaneous Local Anaesthesia (in ଇଂରାଜୀ). CRC Press. p. 56. ISBN 978-0-13-656372-3. Archived from the original on 11 January 2022. Retrieved 24 December 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 101. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ "Dibucaine Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2021. Retrieved 24 December 2021.
- ↑ ୪.୦ ୪.୧ "MeSH Browser". meshb.nlm.nih.gov. Archived from the original on 14 May 2021. Retrieved 24 December 2021.
- ↑ ୫.୦ ୫.୧ "Compare Dibucaine Prices - GoodRx". GoodRx. Archived from the original on 12 November 2016. Retrieved 24 December 2021.