ସିଧି
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Sidhi
सीधी | |
---|---|
city | |
ଦେଶ | India |
ରାଜ୍ୟ | Madhya Pradesh |
ଜିଲ୍ଲା | Sidhi |
Elevation | 272 m (892 ft) |
Population (2001) | |
• Total | ୪୫,୬୬୪ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
Website | www |
ସିଧି ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ସିଧି ୨୪.୩୯୩୩ ଉତ୍ତର ଅକ୍ଷାଂଶ ଓ ୮୧.୮୭୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୮୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିଧି ସହରର ମୋଟ ଜନସଂଖ୍ୟା ୧୩୧୦୨ ଅଟେ ।[୨] ସେଥି ମଧ୍ୟରୁ ୫୩.୫୩% ଜଣ ପରୁଷ ହୋଇଥିବା ବେଳେ ୪୬.୪୭% ଜଣ ନାରୀ ଅଟନ୍ତି । ସିଧିର ସାକ୍ଷରତା ହାର ୫୬.୨୫% ଅଟେ । ଏହା ଜାତୀୟ ହାରଠାରୁ ୮.୫୯% ପ୍ରତିଶତ କମ ଅଟେ । ସେଥିରୁ ୩୫.୮୦% ପ୍ରତିଶତ ପୁରୁଷ ଓ ୨୦.୪୫% ନାରୀ ଅଟନ୍ତି । ୧୬.୬୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ହିନ୍ଦୀ ସିଧିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.