[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ସିକନ୍ଦରା
ସିକନ୍ଦରା
ସହର
Country India
StateUttar Pradesh
DistrictKanpur Dehat
Town Area18/09/1997
Government
 • TypeLocal Govt.
 • BodyTown Area
Elevation
85 m (279 ft)
Population
 (2001)
 • Total୨,୪୫,୪୩୭[୧]
Languages
 • OfficialHindi
Time zoneUTC+5:30 (IST)
PIN
209125
ଯାନବାହାନ ପଞ୍ଚୀକରଣUP
Sex ratio53%M / 47%F /
Websiteup.gov.in

ସିକନ୍ଦରା ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶର ଏକ ଜିଲ୍ଲା । ଏହା ସିକନ୍ଦର ତହସିଲର ମଧ୍ୟ ସଦର ମହକୁମା । [୨]

ଅବସ୍ଥିତି  ସମ୍ପାଦନା

ଜାତୀୟ ରାଜପଥ NH-2ରେ କାନପୁର ସହରଠାରୁ 80 କିଲୋମିଟର ପଶ୍ଚିମକୁ ଏହା ରହିଛି । ଝିଞ୍ଝାକଠାରୁ ଏହାର ଦୂରତା 20 କିଲୋମିଟର । ପଶ୍ଚିମ ଦିଗରେ ଆଉରାଇୟା ସହର ଥିବା ବେଳେ ସିକନ୍ଦରାର ପୂର୍ବରେ ପୁଖ୍ରାୟନ ସହର ରହିଛି । ସିକନ୍ଦରାଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । 

ଇତିହାସ  ସମ୍ପାଦନା

ସହରଟି ସିକନ୍ଦର ଲୋଧିଙ୍କଦ୍ୱାରା ସ୍ଥାପିତ ହେଇଥିବା କୁହା ଯାଏ ।  [୩]

ସ୍କୁଲ  ସମ୍ପାଦନା

  • ସରସ୍ୱତୀ ଇଣ୍ଟର କଲେଜ 

Geography ସମ୍ପାଦନା

ସିକନ୍ଦରାର ଭୌଗୋଳିକ ଅବସ୍ଥିତିର ଦିଗବାରେଣୀ 26°22′04″N 79°37′41″E / 26.36778°N 79.62806°E / 26.36778; 79.62806.[୪] ଏହାର ହାର ହଋ ସମୁଦ୍ର ପତ୍ତନଠାରୁ ଉଚ୍ଛତା 278 ଫୁଟ । 

Demographics ସମ୍ପାଦନା

2001 ଜନଗଣନା ଅନୁସାରେ ସିକନ୍ଦରାର ଜନସଂଖ୍ୟା 10,884 ଥିଲା । ଏଠି ମଧ୍ୟରୁ ପୁରୁଷ 53 % ହେଇଥିବା ବେଳେ ମହିଳାଙ୍କ ସଂଖ୍ୟା 47% ରହିଥିଲା । ସିକନ୍ଦରାର ସାକ୍ଷ୍ୟରତା ହାର 64 % । ଏହାର 16% ଅଧିବାସୀ 6 ବର୍ଷରୁ କମ । 

ଆଧାର  ସମ୍ପାଦନା