ସିଂହାଞ୍ଚଳମ ମନ୍ଦିର

ସିଂହାଞ୍ଚଳମ ମନ୍ଦିର‌,ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଉପକଣ୍ଠରେ ଥିବା ସିଂହାଞ୍ଚଳମ ସହରରେରେ ଅବସ୍ଥିତ ଏକ ହିନ୍ଦୁ ମନ୍ଦିର । ଭଗବାନ ବିଷ୍ଣୁଙ୍କ ଅବତାର, ନୃସିଂହ ଦେବତା ଏଠାରେ ପୂଜା ପାଆନ୍ତି । ଏହି ମନ୍ଦିରର ମୁଖ୍ୟ ଉପାସନା ଗୃହ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ । 

ସିଂହାଞ୍ଚଳମ ମନ୍ଦିର‌
ସିଂହାଞ୍ଚଳମ ମନ୍ଦିର‌
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictVisakhapatnam
Location
ସ୍ଥାନSimhachalam
CountryIndia
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା, South Indian
Website
simhachalamdevasthanam.net/

ବର୍ଣ୍ଣନା 

ସମ୍ପାଦନା
 
Statue at Simhachalam temple of Lord Narasimha killing the demon Hiranyakashipu

ସିଂହ ଶବ୍ଦଟି ସିଂହକୁ ବୁଝାଉଥିବା ବେଳେ "ଅଚଳମ"ର ସଂସ୍କୃତ ଅର୍ଥ ପର୍ବତକୁ ବୁଝାଏ । ଏଠାରେ ଶ୍ରୀ ବାରହାଲକ୍ଷ୍ମୀ ନରସିଂହ ଆରାଧ୍ୟ ଦେବତା ଭାବରେ ପୂଜିତ ହେଇଥାନ୍ତି । ଏହି ମନ୍ଦିର ଭାରତରେ ଥିବା ୧୮ଟି ନରସିଂହ ଆରାଧନା ପିଠ ମଧ୍ୟରୁ ଗୋଟିଏ । ଏହି ମୂର୍ତି ବର୍ଷ ସାରା ଚନ୍ଦନ ପ୍ରଲେପରେ ଆଚ୍ଛାଦିତ ରହେ, କିନ୍ତୁ ବର୍ଷକରେ ଥରେ ଅକ୍ଷୟ ତୃତୀୟା ଅବସରରେ "ନିଜରୁପ ଦର୍ଶନ" ନାମରେ ୧୨ ଘଣ୍ଟା ପାଇଁ ମୁଖ ଅନାବରଣ କରାଯାଇଥାଏ ।[] ଏଠାରେ ବୈଶାଖ ମାସରେ ଚନ୍ଦନ ଯାତ୍ରା ବହୁ ଆଡମ୍ବର ସହକାରେ ପାଳିତ ହୁଏ । 

ଏଠାରେ ଥିବା ପ୍ରତିମୂର୍ତି ତ୍ରିଭଙ୍ଗୀ ଆକାରରେ ରହି ସିଂହ ମୁଖ୍ୟ ଥାଏ । ପ୍ରାଚୀନ କଳାର ମିଳିଥିବା ପାଣ୍ଡୁଲିପି ଅନୁସାରେ ୧୨୬୭ ମସିହାରେ ଏହା ନିର୍ମିତ ହେଇଥିବାର କୁହାଯାଏ । ଓଡ଼ିଆ ଓ ତେଲୁଗୁ ଭାଷାରେ ୨୫୨ଟି ଲେଖାରେ ଏ ବିଷୟରେ ଉଲ୍ଲେଖ ରହିଛି । 

ଗ୍ୟାଲେରି 

ସମ୍ପାଦନା

ପୁନଶ୍ଚ ଦେଖଣା 

ସମ୍ପାଦନା
  1. "Simhachalam". Retrieved 6 August 2013.