[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

SAHASWAN
City
ଦେଶ India
ରାଜ୍ୟUttar Pradesh
ଜିଲ୍ଲାBudaun
Area
 • ସମୁଦାୟ52 km2 (20 sq mi)
Elevation
172 m (564 ft)
Population
 (2011)[୧]
 • Total୧,୧୬,୨୦୪
 • Density2,200/km2 (5,800/sq mi)
Time zoneUTC+5:30 (IST)
PIN
243638
ଯାନବାହାନ ପଞ୍ଚୀକରଣUP 24

ସାହାସ୍ୱାନ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବୁଦଉନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି ସମ୍ପାଦନା

ସାହାସ୍ୱାନ ୨୮.୦୭୨୫ ଉତ୍ତର ଅକ୍ଷାଂଶ ଓ ୭୮.୭୪୯୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାହାସ୍ୱାନ ସହରର ମୋଟ ଜନସଂଖ୍ୟା ୫୮୧୯୪ ଅଟେ ।[୩] ସେଥି ମଧ୍ୟରୁ ୫୨.୩୧% ଜଣ ପରୁଷ ହୋଇଥିବା ବେଳେ ୪୭.୬୯% ଜଣ ନାରୀ ଅଟନ୍ତି । ସାହାସ୍ୱାନର ସାକ୍ଷରତା ହାର ୩୧.୨୧% ଅଟେ । ଏହା ଜାତୀୟ ହାରଠାରୁ ୩୩.୬୩% ପ୍ରତିଶତ କମ ଅଟେ । ସେଥିରୁ ୧୯.୦୧% ପ୍ରତିଶତ ପୁରୁଷ ଓ ୧୨.୨୦% ନାରୀ ଅଟନ୍ତି । ୧୯.୪୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ସାହାସ୍ୱାନର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା