ସାହାସ୍ୱାନ
ସାହାସ୍ୱାନ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବୁଦଉନ୍ ଜିଲ୍ଲାରେ ଅବସ୍ଥିତ ।
SAHASWAN | |
---|---|
City | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Budaun |
Area | |
• ସମୁଦାୟ | 52 km2 (20 sq mi) |
Elevation | 172 m (564 ft) |
Population (2011)[୧] | |
• Total | ୧,୧୬,୨୦୪ |
• Density | 2,200/km2 (5,800/sq mi) |
Time zone | UTC+5:30 (IST) |
PIN | 243638 |
ଯାନବାହାନ ପଞ୍ଚୀକରଣ | UP 24 |
ଭୌଗଳିକ ଅବସ୍ଥିତି
ସମ୍ପାଦନାସାହାସ୍ୱାନ ୨୮.୦୭୨୫ ଉତ୍ତର ଅକ୍ଷାଂଶ ଓ ୭୮.୭୪୯୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାହାସ୍ୱାନ ସହରର ମୋଟ ଜନସଂଖ୍ୟା ୫୮୧୯୪ ଅଟେ ।[୩] ସେଥି ମଧ୍ୟରୁ ୫୨.୩୧% ଜଣ ପରୁଷ ହୋଇଥିବା ବେଳେ ୪୭.୬୯% ଜଣ ନାରୀ ଅଟନ୍ତି । ସାହାସ୍ୱାନର ସାକ୍ଷରତା ହାର ୩୧.୨୧% ଅଟେ । ଏହା ଜାତୀୟ ହାରଠାରୁ ୩୩.୬୩% ପ୍ରତିଶତ କମ ଅଟେ । ସେଥିରୁ ୧୯.୦୧% ପ୍ରତିଶତ ପୁରୁଷ ଓ ୧୨.୨୦% ନାରୀ ଅଟନ୍ତି । ୧୯.୪୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ସାହାସ୍ୱାନର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.