ସାର୍ଧାନା
ସାର୍ଧାନା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ମେଏରୁତ୍ ଜିଲ୍ଲାରେ ଅବସ୍ଥିତ ।
Sardhana | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Meerut |
Elevation | 226 m (741 ft) |
Population (2001) | |
• Total | ୪୭,୯୭୦ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାସାର୍ଧାନା ୨୯.୧୪୬୧ ଉତ୍ତର ଅକ୍ଷାଂଶ ଓ ୭୭.୬୧୨୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାର୍ଧାନା ସହରର ମୋଟ ଜନସଂଖ୍ୟା ୪୭୯୭୦ ଅଟେ ।[୨] ସେଥି ମଧ୍ୟରୁ ୫୨.୪୫% ଜଣ ପରୁଷ ହୋଇଥିବା ବେଳେ ୪୭.୫୫% ଜଣ ନାରୀ ଅଟନ୍ତି । ସାର୍ଧାନାର ସାକ୍ଷରତା ହାର ୪୭.୭୩% ଅଟେ । ଏହା ଜାତୀୟ ହାରଠାରୁ ୧୭.୧୧% ପ୍ରତିଶତ କମ ଅଟେ । ସେଥିରୁ ୨୮.୭୮% ପ୍ରତିଶତ ପୁରୁଷ ଓ ୧୮.୯୫% ନାରୀ ଅଟନ୍ତି । ୧୮.୪୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ସାର୍ଧାନାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.